ବନ୍ଧକାଟିଆ ପଂଚାୟତରେ ଭାରତୀୟ ଜନତା ପାର୍ଟି ତରଫରୁ ସମୀକ୍ଷା ବୈଠକ
ଆଗାମୀ ଦିନରେ ସଂଗଠନକୁ ମଝବୁତ୍ କରିବା ସହ ପଂଚାୟତବାସୀଙ୍କ ବିକାଶ ପାଇଁ ଲକ୍ଷ୍ୟ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗ୍ରାମପଂଚାୟତରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ପଂଚାୟତ ସ୍ତରୀୟ ସମୀକ୍ଷା ବୈଠକ ରବିବାର ଦିନ ରାତ୍ର ସମୟରେ ସହଦେବପୁର ସ୍ଥିତ…