ଦୁଇଟି ବ୍ୟାରେଜର ଶୁଭ ଭର୍ଚୁଆଲ ମୋଡରେ : ପ୍ରକଳ୍ପରେ ୪୯୩ କୋଟି ଟଙ୍କା ଖର୍ଚ୍ଚ ହେବ।

ରାଉରକେଲା(ବସନ୍ତ ଜେନା):ସୁନ୍ଦରଗଡ ଜିଲ୍ଲାର ବହୁ ପ୍ରତୀକ୍ଷିତ ଇବ ନଦୀ ଉପରେ ୨ଟି ବ୍ୟାରେଜ ର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଦୀର କୋପସିଙ୍ଗା ଏବଂ କୁଡ଼ାବଗା ରେ ୪୯୩ କୋଟି ଟଙ୍କା ଅର୍ଥ ବ୍ୟୟ ରେ ହେବାକୁ ଥିବା ଦୁଇଟି ବନ୍ଧ କୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ଼…

ବଢ଼ିଲା ଚାକିରୀ ସର୍ବୋଚ୍ଚ ବୟସ ସୀମା

ଭୁବନେଶ୍ବର: କୋଭିଡ୍ ଏବଂ ଅନ୍ୟାନ୍ୟ କାରଣରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଥିବା ଏବଂ ତାହାଦ୍ୱାରା ପରବର୍ତ୍ତୀ ନିଯୁକ୍ତିରେ ବିଳମ୍ବ ହେବା ଯୋଗୁଁ ଆବେଦନକାରୀଙ୍କ ସର୍ବୋଚ୍ଚ ବୟସ ସୀମା ଶେଷ ହୋଇଯାଉଛି | ଚାକିରୀ ଆଶାୟୀ ମାନେ ନିଯୁକ୍ତି ପରୀକ୍ଷାରେ ଭାଗ ନେବାକୁ ପର୍ଯ୍ୟାପ୍ତ ସୁଯୋଗ…

ଭୁଲ ପ୍ରସଙ୍ଗର ତଥ୍ୟ କୁ ନେଇ ପ୍ରଶାସନିକ ଖୋଳତାଡ଼: ଅତିରିକ୍ତ ଜିଲ୍ଲାପାଳ ସହ ପ୍ରଶାସନିକଙ୍କ ନିରପେକ୍ଷ ତଦନ୍ତ

ବଲାଙ୍ଗୀର /ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ଧାନ କିଣା ବିକା ସୁଚାରୁରୂପେ ପରିଚାଳିତ ହେଉଥିବା ବେଳେ କିଛିଟା ପେକ୍ସ ସହ ସେକ୍ରେଟାରୀଙ୍କ ନାଁ ରେ ଅଭିଯୋଗ ଏବଂ କଟନୀ ଛଟନୀ ଏବଂ ବେପାରୀଙ୍କ ଧାନ ବେପାର ପ୍ରସଙ୍ଗ କୁ ନେଇ ବିବାଦ ଉପୁଜିଥିବା ଖବର ବାରମ୍ବାର ପ୍ରକାଶ…

ଉଦୟନାଥ ଫର୍ଣ୍ଣିଚର ତରଫରୁ ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ

ପଦ୍ମପୁର : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ ନିବାସୀ ରାଜେଶ ନାୟକ । ଏହି କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ,…

ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ଆୟୋଜିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ଓଡିଶୀ ନୃତ୍ୟ ସଂଗଠନ "ପଦାମୃତ ନୃତ୍ୟାୟନ" ପକ୍ଷରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଟାଉନହଲ୍ ପରିସରରେ ସମ୍ପୂର୍ଣ୍ଣ କୋଭିଡ୍ କଟକଣାର ସହ ସୀମିତ କଳାକାର ଓ…

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କନିଷ୍ଠ +୨ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କୋଭିଡ-୧୯, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ଦୁଇ ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରୀ ମାନେ ଟୀକା ଗ୍ରହଣ କରିବା ସହିତ…

ଶ୍ରୀରାମ ଚନ୍ଦ୍ର ପାଠାଗାର କୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଦେଲେ ୫୦ ହଜାର ଟଙ୍କା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ମାଛଗାଁ ଶ୍ରୀରାମ ଚନ୍ଦ୍ର ପାଠାଗାର କୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ତରଫରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି l ଜଳସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଏହି ଚେକ୍ ପ୍ରଦାନ…

କୋଭିଡ-19 ପରିଚାଳନା ସଂକ୍ରାନ୍ତ ସମୀକ୍ଷା ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ : ଜଗତସିଂହପୁର ଜିଲ୍ଲାରେ କୋଭିଡ-19 ସୁପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରଙ୍କ ଅଧକ୍ଷତାରେ ଭ୍ରଚ୍ୟୁଏଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l କୋଭିଡ ବିତିଭୂମି ସମ୍ପର୍କରେ ଆଲୋଚନା କରି ଜିଲ୍ଲାପାଳ କହିଲେ କୋଭିଡ…

ବାଲିକୁଦା ତହସିଲ କାର୍ଯ୍ୟାଳୟ ନୂତନ ଗୃହ ନିର୍ମାଣର ଶିଳାନ୍ୟାସ

ଜଗତସିଂହପୁର/ସୁମନ୍ତ କୁମାର ଦାସ : ସୋମବାର ଅପରାହ୍ନରେ ବାଲିକୁଦା ତହସିଲ କାର୍ଯ୍ୟଳୟ ନୂତନ ଗୃହ ନିର୍ମାଣର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ, ମୁଖ୍ୟ ଅତିଥି ଓ ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟାୱାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ…

ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ମାନ ତଦାରଖ ପାଇଁ ତୃତୀୟ ପକ୍ଷ ଟିମ୍‍ ଗଠନ: ସାରା ଦେଶରେ ପ୍ରଥମ

ଭୁବନେଶ୍ୱର : ସହରାଞ୍ଚଳରେ ୫-ଟି ଆଧାରରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର କିଭଳି ସଫଳ ରୂପାୟନ ଏବଂ ତଦାରଖ ହୋଇପାରିବ ସେଥିପାଇଁ ରାଜ୍ୟ ସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ ଟିମ୍‍ ଗଠନ ହୋଇଛି ।ଏହି କ୍ରମରେ ରାଜ୍ୟ ସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ…