ଭଦ୍ର ଖୋଳ ପିନ୍ଧା ଦୁର୍ନୀତିଖୋର ନେତାଙ୍କ ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରିବାକୁ ଭୋଟରଙ୍କୁ ଆହ୍ୱାନ
ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ ପାଇଁ ସିପିଆଇଏମର ବ୍ଲକ ସ୍ତରୀୟ କର୍ମୀ ସମିଳନୀ
ରଣପୁର(ପ୍ରସନ୍ନ ସାମନ୍ତରାୟ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ସବୁଦଳ ସଜବାଜ ହେଉଥିଲା ବେଳେ ରଣପୁର ସିପିଆଇଏମ ଦଳ ପକ୍ଷରୁ କାର୍ଯ୍ୟାଳୟ ଶହୀଦ ରଘୁ ଦିବାକର ଭବନ ଠାରେ ହରିଶ୍ଚନ୍ଦ୍ର…