ଜଗତସିଂହପୁର :ଚାଇଲ୍ଡ଼ ଲାଇଫ ଦ୍ୱାରା ନବଜାତ ଶିଶୁ କନ୍ୟା ଉଦ୍ଧାର
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ମଣିଜଙ୍ଗା କୋସ୍ଟିସ୍ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଚାଇଡ୍ ଲାଇନ୍ ଓ ଶିଶୁ ସୁରକ୍ଷା ଵିଭାଗ ପକ୍ଷରୁ ନବଜାତ ଶିଶୁ କନ୍ୟା ଉଦ୍ଧାର l ମଣିଜଙ୍ଗା କୋସ୍ଟିସ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ତିର୍ତ୍ତୋଲ୍ ବ୍ଲକ୍ ସାହିଲୋ ପଞ୍ଚାୟତ ବେହେରା ଗ୍ରାମ ର…