ଗଜପତି ଜିଲ୍ଲାରେ ୭୭ତମ ବନ ମହୋତ୍ସବ ପାଳିତ : “ଏକ ପେଡ଼ ମା’ଙ୍କ ନାମ” ଅଭିଯାନରେ ବୃକ୍ଷରୋପଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଏବଂ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ମିଳିତ ଆନୁକୂଲ୍ୟରେ ୭୭ତମ ବନ ମହୋତ୍ସବ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ଏହି ଅବସରରେ…