ଅନ୍ତିମ ପର୍ଯ୍ୟାୟ ତଥା ପଞ୍ଚମ ଚରଣ ପଂଚାୟତ ଭୋଟ କାଲି ।

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ): ରାତି ପାହିଲେ ଅର୍ଥାତ ଫେବୃଆରୀ ୨୪ ତାରିଖରେ ଶେଷ ପର୍ଯ୍ୟାୟ ପଞ୍ଚାୟତ ଭୋଟ ଏହାପରେ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ଆବଦ୍ଧ ହୋଇ ଯିବ । କେନ୍ଦୁଝରରେ ନିର୍ବାଚନ ଏଥର ଛକାପଞ୍ଝା ରେ ଚାଲିଛି ଖଣି ଅଂଚଳରେ ଶାସକ ଦଳ ଭିତରେ ଗଣ୍ଡଗୋଳ ହାଟରେ ପଡି ଦାଣ୍ଡରେ…

ବାଣପୁରରେ ନୂତନ ଉପ ନିବନ୍ଧକଙ୍କ କାର୍ଯ୍ୟରେ ଯୋଗଦାନ

ଚିଲିକା (ସେକ କୌଶର ): ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ନୂତନ ଉପ ନିବନ୍ଧକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଆରଏସ ଅଧିକାରୀ ରମେଶ ଚନ୍ଦ୍ର ପାଣି। ଶ୍ରୀ ପାଣି ପୁର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ନିକଟରେ ଶ୍ରୀ ପାଣିଙ୍କ ପଦୋନ୍ନତି ହେବାରୁ ସରକାର…

କେନ୍ଦ୍ରକୁ ଯିବେ ଡକ୍ଟର କ୍ରିଷନ କୁମାର

ଭୁବନେଶ୍ୱର : ଓଡିଶା କ୍ୟାଡରର ଯୁବ ତଥା ଦକ୍ଷ ଆଇଏଏସ ଅଫିସର ଡକ୍ଟର କ୍ରିଷନ କୁମାର ଯିବେ କେନ୍ଦ୍ରୀୟ ଡେପୁଟେସନରେ । ତାଙ୍କୁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଯୁଗ୍ମ ସଚିବ ଭାବେ ମିଳିଛି ନିଯୁକ୍ତି । ବର୍ତ୍ତମାନ ପୂର୍ତ୍ତ ସଚିବ…

ଅବକାରୀ ବିଭାଗ ଜବତ କଲା ଗଞ୍ଜେଇ ସହ କଫ ସିରପ

ଖୋର୍ଦ୍ଧା/ରବି ନାରାୟଣ ସାହୁ-ଖୋର୍ଦ୍ଧା ସହର ଓ ଆଖ ପାଖ ଅଞ୍ଚଳରେ ନିଶା ବେପାର ଲଗାମଛଡ଼ା | ରାତା ରାତି ବଡ ଲୋକ ହେବା ନିଶା କିଛି ଲୋକଙ୍କୁ ଘାରିଥିବା ଘାରିଛି ଯୁବ ପିଢ଼ି ମାନେ ନିଶା ସେବନ କରି ବିପଥଗାମୀ ହେଉଛନ୍ତି | ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ଇନ୍ସପେକ୍ଟର ଭୈରବ କୁମାର ସାହୁ ଙ୍କ…

ଚାଳକଙ୍କ ଅସାବଧାନତା ଯୋଗୁ ଦୁର୍ଘଟଣା : ଯୁବତୀ ଗୁରୁତର

ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର ବରଗଡ :- ଆଜି ପାଇକମାଳ UCO ବ୍ୟାଙ୍କ ସମ୍ମୁଖରେ ପାଖାପାଖି ୧୨ଟା ୩୦ ମିନିଟ ସମୟ ରେ ପଦ୍ମପୁର ପଟୁରୁ ପାଇକମାଳକୁ ଆସୁଥିବା OD17 Q 2711 ନମ୍ବର ବାସରୁ ଓହ୍ଲାଇ ଥିଲେ ଏବଂ ଓହ୍ଲାଇ କି ବସ ସାମ୍ନା ପଟୁ ରୋଡ଼ କ୍ରସ କରିବାକୁ ଚେଷ୍ଟା କରିଥିଲେ…

ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଓଡ଼ିଶାରେ ଖୁଚୁରା ଋଣ ଆବଂଟନ ୫,୨୦୦ କୋଟି ଟଙ୍କାରେ ପହଂଚାଇବାକୁ ଲଖ୍ୟ ରଖିଛି…

ଗ୍ରାହକମାନଙ୍କ ଲାଗି ସାମଗ୍ରିକ ମୂଲ୍ୟ ଉପସ୍ଥାପନା ସୃଷ୍ଟି କରିବ ବିଭିନ୍ନ ଡିଜିଟାଲ୍ ଅଭିଯାନ ସହ ଓଡ଼ିଶାରେ ରିଟେଲ୍ ଫ୍ରାଂଚାଇଜିର ସୁଦୃଢ଼ୀକରଣ ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଭିନ୍ନ ଡିଜିଟାଲ୍ ଅଭିଯାନ ଓ ଗ୍ରାହକ କୈନ୍ଦ୍ରୀକ…

୨୪ରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ପଞ୍ଚମ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର (ଶାସକ ପ୍ରଶାସକ ) ଫେବୃୟାରୀ ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ପଞ୍ଚମ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ | ଏହି ମତଦାନ ରାଜ୍ୟର ୨୫ଟି ଜିଲ୍ଲା ଅନ୍ତର୍ଗତ ୪୮ ବ୍ଲକର ୧୩୧ ଟି ଜିଲ୍ଲା ପରିଷଦ ଜୋନରେ ଅନୁଷ୍ଠିତ ହେବ | ଏହି ନିର୍ବାଚନରେ…

ଓଜେୟୁ ପୁରୀ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ

ପୁରୀ/ଅନିମେଶ ପଟ୍ଟନାୟକ: ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ (ଓଜେୟୁ)ର ପୁରୀ ଶାଖାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ ହୋଇଯାଇଅଛି । ବୈଠକରେ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା । ସ୍ଥାନୀୟ ବୀରନରସିଂହପୁର ସ୍ଥିତ ମା ଦକ୍ଷୀଣକାଳୀଙ୍କ ପୀଠରେ ଏହି…

ବୁଧବାର ରୁ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର, : ବୁଧବାର ଅପରାହ୍ଣରୁ ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ଏବଂ ଏହାରସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଉଭୟ ବଙ୍ଗୋପ ସାଗର ଏବଂ ଆରବ ସାଗର ଆଡୁ…

ବିରଳ ଓ ଜଟିଳ ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ସାଉଁଟିଲେ ସମ୍ ନ୍ୟୁରୋ ସର୍ଜନ

ଭୁବନେଶ୍ୱର : ବିରଳ ଓ ଜଟିଳ ଜ୍ୟାଂଟ ଆନୁ୍ୟରିଜିମ୍ ସମସ୍ୟାରେ ପୀଡ଼ିତ ଥିବା ୧୮ ବର୍ଷ ଯୁବକଙ୍କର ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ହାସଲ କରିଛନ୍ତି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋ ସର୍ଜନ୍ ।ବିଶ୍ୱରେ ବର୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟାରେ ପୀଡ଼ିତ…