କବି ହରପ୍ରସାଦ ଓ ଦେବୀ ପ୍ରସନ୍ନଙ୍କ ଶ୍ରଦ୍ଧାଞ୍ଜଳି ସମାବେଶ

ଭଞ୍ଜନଗର/ନିଲୁ ବିଷୋୟୀ -ଓଡ଼ିଆ ସାହିତ୍ୟର ଦୁଇ ଅମ୍ଳାନ ପ୍ରତିଭା ବରିଷ୍ଠ କବି, ସାହିତ୍ୟିକ ହର ପ୍ରସାଦ ପରିଛା ପଟ୍ଟନାୟକ ଓ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଭୟଙ୍କର ଗତ କିଛି ଦିନ ବ୍ୟବଧାନରେ ପରଲୋକ ଘଟିଛି।ଆବାହକ କବି ପ୍ରଶାନ୍ତ କୁମାର ମହାନ୍ତିଙ୍କ ପ୍ରଚେଷ୍ଟାରେ ସେହି ମହାନ ବ୍ୟକ୍ତିତ୍ୱଙ୍କ…

ଭଞ୍ଜନଗର କୋର୍ଟର ୬୭ ତମ ପ୍ରତିଷ୍ଠା ଦିବସ ପାଳନ

ଭଞ୍ଜନଗର/ନିଲୁ ବିଷୋୟୀ  : ଭଞ୍ଜନଗର କୋର୍ଟର ୬୭ ତମ ପ୍ରତିଷ୍ଠା ଦିବସ ସୁବର୍ଣ୍ଣ ଜୟନ୍ତୀ ପାଠାଗାର ପରିସରରେ ଆୟୋଜିତ ହୋଇଯାଇଛି। ଓକିଲ ସଂଘ ସଭାପତି ସନ୍ତୋଷ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଡ.ବିଦ୍ୟୁତ୍ ରଞ୍ଜନ ଷଢଙ୍ଗୀ ମୁଖ୍ୟ…

ବ୍ଲକ୍ ଅଧ୍ୟକ୍ଷ ପାଇଁ ନିର୍ଣ୍ଣାୟକ ଭୂମିକା ନେବେ ନେବେ ସ୍ଵାଧୀନ ସ୍ବାଧୀନ ପ୍ରାର୍ଥୀ

ଜଗତସିଂହପୁର/ସୁମନ୍ତ କୁମାର ଦାସ-: ନାଇଗାଁ ବ୍ଲକ୍‌ର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଫଳାଫଳ ଘୋଷଣା ପରେ ବର୍ତ୍ତମାନ ସମସ୍ତଙ୍କ ନଜର ବ୍ଲକ ଅଧ୍ୟକ୍ଷ ପଦ ଉପରେ । ବ୍ଲକ ଅଧ୍ୟଶ ପବ ମହିଳା ପାଇଁ ସଙ୍ଗୀକ୍ଷଣ ରହିଥିବା ବେଳେ ବ୍ଲକରେ ୧୬ ପଞ୍ଚାୟତ ରହିଛି l…

ଶିଶୁ ସୁରକ୍ଷା ଦିଗରେ ଗଜପତି ଜାତୀୟ ସ୍ତରରେ ପୁରସ୍କୃତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୋଟିଏ ସମୟରେ ଗଜପତି ଜିଲ୍ଲାରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଏବଂ ଶିଶୁ ନିର୍ଯ୍ୟାତନାର ପେଣ୍ଠସ୍ଥଳୀ ଥିଲା କିନ୍ତୁ ଏହି ସବୁକୁ ଦୂର କରିବା ପାଇଁ , ସୁଦୂରପ୍ରସାରି ତଥା ସମୟୋଚିତ ପଦକ୍ଷେପ ମାଧ୍ୟମରେ ଶିଶୁ ସୁରକ୍ଷା କରି ସମସ୍ତଙ୍କ ପାଇଁ ଗଜପତି…

କକଲିୟର୍ ପ୍ରତ୍ୟାରୋପଣ ସର୍ଜରୀ- ଲକ୍ଷ ଲକ୍ଷ ବଧିର ଶିଶୁଙ୍କ ପାଇଁ ଆଶାର କିରଣ

ଭୁବନେଶ୍ୱର,: ଜନ୍ମରୁ ବଧିର ଥିବା ଲକ୍ଷ ଲକ୍ଷ ଶିଶୁଙ୍କ ପାଇଁ କକଲିୟର୍ ପ୍ରତ୍ୟାରୋପଣ ସର୍ଜରୀ ଏକ ଆଶାର କିରଣ ପାଲଟିଥିବା ବେଳେ ଏହା ବର୍ତମାନ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉପଲବ୍ଧ । ନିକଟରେ ବରଗଡ ଅଂଚଳର ଗୋଟିଏ ୪ ବର୍ଷର ବାଳକର ଶରୀରରେ ଏହି ଜଟିଳ ଓ ସୂକ୍ଷ୍ମ ଇଏନ୍‌ଟି ସର୍ଜରୀ…

ବିଜୟ ପାଇଁ ଓଡ଼ିଶା ବାସୀ ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

https://youtu.be/o5tEe55fgcQ ବି.ଜେ.ଡିର ପୌର ନିର୍ବାଚନ ପ୍ରସ୍ତୁତି: ଦଳରେ ଏମ୍‌.ପି , ଏମ୍‌.ଏଲ୍‌.ଏ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ସଫଳତା ଗଣତାନ୍ତ୍ରିକ ଇତିହାସରେ ଅଭୂତପୂର୍ବ। ଗଣତନ୍ତ୍ରରେ ଲୋକଙ୍କ ସ୍ବର…

ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷଭାବେ ଶ୍ରୀ ଜିତେନ୍ଦ୍ର ବିଶ୍ୱାଳଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ ବିଶ୍ୱାଳ ଆଗାମୀ ଦିନରେ ରାଜ୍ୟରେ ଥିବା ଭିନ୍ନକ୍ଷମ ବନ୍ଧୁମାନଙ୍କୁ ସଂଗଠିତ କରି…

ଫସଲ ବୀମା ପାଇଁ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ପଦ୍ମପୁର(ଶାସକପ୍ରଶାସକ) - ଫସଲ ବୀମା ପାଇଁ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ । ପଦ୍ମପୁର ଉପଖଣ୍ଡ ଏକ ମରୁଡି ପ୍ରପିଡିତ ଅଂଚଳ , ଏଠାକାର ଚାଷୀ ମାନେ ବର୍ଷାଝଳ ଉପରେ ଭରସା କରି ଚାଷ କରିଛନ୍ତି । ୨୦୨୦ ଖରିଫ ସମୟରେ ମଧ୍ୟ ମରୁଡି ପରିସ୍ଥିତି ଦେଖା ଦେଇଥିଲା । ପ୍ରାକୃତି…

୩ଟି ଭୋଟରେ ଜିତିଲେ ଲୁହୂରା ମୁଣ୍ଡା ସମିତି ସଭ୍ୟା ପ୍ରାର୍ଥୀନୀ

ଆଗଲପୁର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ତା ୨୭/୨/୨୦୨୨ ରେ ଆରମ୍ଭ ହୋଇଥିବା ଭୋଟ ଗଣତିର ଫଳାଫଳ ତା ୨୮/୨/୨୦୨୨ ରେ ଘୋଷିତ ହୋଇଥିଲା । ତେବେ ଗଣତି ସମୟରେ ପ୍ରାର୍ଥୀନୀ ସସ୍ମିତା ଭୁଏ ଓ ଦମୟନ୍ତୀ ଭୁଏ ଙ୍କ ମଧ୍ୟରେ ସାପ ସିଢ଼ୀ ଖେଳ ପରି ଫଳାଫଳ ଆସୁଥିଲା | ଫଳରେ ଏହାକୁ ନେଇ ଦୁଇ…

ଫେଡେନା ସ୍କୁଲ୍ ଇଆରପିକୁ ଅଧିଗ୍ରହଣ କଲା ପ୍ରାକ୍ଟିକାଲି

ପରିଣତ ହେଲା ବ୍ୟାପକ ଏଡଟେକ୍ ଉତ୍ପାଦ ସୁଟ୍ ସହିତ ବିଶ୍ୱର ପ୍ରଥମ କମ୍ପାନୀ ଏହା ୪୦,୦୦୦ ଅନୁଷ୍ଠାନର ଆକ୍ସେସ ହାସଲ କରିଛି ରହିଛନ୍ତି ୧୮୦+ ଦେଶରେ ୨୦ ନିୟୁତରୁ ଅଧିକ ୟୁଜର ଭୁବନେଶ୍ୱର: ପ୍ରାକ୍ଟିକାଲି, ଭାରତର ପ୍ରଥମ ଅଭିଜ୍ଞତାମୂଳକ ପଠନ ଆପ୍ ଯାହାକୁ ୬ଷ୍ଠ ଠାରୁ ୧୨ଶ…