ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ୱାଗତ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…

                                                                                  https://youtu.be/p6lZEf0feY8 ୟୁକ୍ରେନ୍‌ରୁ ଫେରିଲେ ୭୭ ଓଡିଆ ଛାତ୍ରଛାତ୍ରୀ ବିମାନବନ୍ଦରରେ ପିଲାଙ୍କ ଓ ପରିବାରର ଖୁସିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ପିଲାଙ୍କ…

ବିଜେପୁର ରେ ହେବ ପ୍ରଥମ ଥର ପାଇଁ ଏନ ଏ ସି ନିର୍ବାଚନ

ଉତ୍ସାହିତ ଜନସାଧାରଣ ଓ ନେତାଙ୍କର ଗହଣରେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ ବରଗଡ :- ବରଗଡ ଜିଲ୍ଲା ବିଜେପୁର ଏନ ଏ ସି ରେ ହେବାକୁ ଯାଉଛି ପ୍ରଥମ ନିର୍ବାଚନ । ଗତ 2017 ମସିହା ଡିସେମ୍ବର ମାସରେ ବିଜେପୁର ର ଏଗାର ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିଲା ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ।…

ମହାସ୍ନାନ ହେଲେ ମହାପ୍ରଭୁ; ଦର୍ଶନ ପାଇଁ ଶ୍ରୀମନ୍ଦିର ବାହାରେ ପ୍ରବଳ ଭିଡ଼

ପୁରୀ/ ଅନିମେଶ ପଟ୍ଟନାୟକ: ମହାପ୍ରଭୁ ହେଲେ ମହାସ୍ନାନ । ଦର୍ଶନ ପାଇଁ ଶ୍ରୀମନ୍ଦିର ବାହାରେ ପ୍ରବଳ ଭିଡ଼ । ଭିତର କାଠ ପାଖେ ରକ୍ତ ଛିଟା ଯୋଗୁଁ ତିନି ଠାକୁରଙ୍କ ମହାସ୍ନାନ ନୀତି କରାଯାଇଛି । ଫଳରେ ଶ୍ରୀମନ୍ଦିର ବେସ କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା ବୋଲି ଜଣାପଡିଛି । ତେବେ ଭିତର କାଠ…

ଝାଡେଶ୍ୱରପୁର କୁସମଣ୍ଡଳ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଲାଇଅନ୍ସକୁ ହରାଇ ଆଜାଦ ବିଜୟୀ ।

ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି:ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତ କୁଶମଣ୍ଡଳ ଠାରେ ଚାନ୍ଦ ଆଥଲେଟିକ କ୍ଲବ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ନାଇଟ ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବହୁ ପୂର୍ବରୁ ଅନୁଷ୍ଠିତ…

ପଦ୍ମପୁର ଏନଏସି ଅଧ୍ୟକ୍ଷା ପଦ ପାଇଁ ବିଜେଡିରୁ ନାମାଙ୍କନ ଦାଖଲ କଲେ ସାବିତ୍ରି ବାଗ

ପଦ୍ମପୁର : ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନ କରିବାର ଶେଷ ତାରିଖ ଥିଲା । ବରଗଡ ଜିଲ୍ଲା ପଦ୍ମପୁର ଏନ ଏ ସି ପାଇଁ ଆଜି ବିଜୁ ଜନତା ଦଳ ତରଫରୁ ସମସ୍ତ ୱାର୍ଡ ଓ ଚେୟାରମେନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି  । ୧୧ ଗୋଟି ୱାର୍ଡ ବିଶିଷ୍ଟ ପଦ୍ମପୁର ଏନଏସିର ନିର୍ବାଚବନ ପାଇଁ ଆଜି…

ଆଇପିଆରଏସ୍‍, ଡଲ୍‍ବି ଲାବୋରେଟୋରିଜ, ଆଣ୍ଡ ହଙ୍ଗାମା ଆର୍ଟିଷ୍ଟ ଆଲାଉଡ ପକ୍ଷରୁ ହର୍‍ମ୍ୟୁଜିକ ଇନିସିଏଟିଭ୍‍ର ୧ମ ବର୍ଷ…

ଏହି ଅଭିଯାନର ପରିଣତିସ୍ୱରୂପ ମହିଳା ଲେଖିକା ଏବଂ କମ୍ପୋଜରଙ୍କ ପଞ୍ଜିକରଣରେ ପ୍ରାୟ ୩୦୦% ବୃଦ୍ଧି ଘଟିଛି ଭୁବନେଶ୍ୱର : ଲେଖକ, କମ୍ପୋଜର ଏବଂ ସଂଗୀତର ମାଲିକ ପ୍ରକାଶକ ମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଏକ ସଂସ୍ଥା ଦି ଇଣ୍ଡିଆନ ପରଫର୍‍ମିଂ ରାଇଟ୍‍ ସୋସାଇଟି ଲିମିଟେଡ (ଆଇପିଆରଏସ୍‍),…

୭ଟି ଜିଲ୍ଲାରେ ଆରମ୍ଭ ହେଲା ଏମ୍‍ଡିଏ ପର୍ଯ୍ୟାୟ

୭ଟି ଜିଲ୍ଲାରେ ପ୍ରାୟ ୩୬୧୭୨ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଓ ୩୮୮୬ ସୁପରଭାଇଜର ନିୟୋଜିତ ଭୁବନେଶ୍ୱର: ଲିମ୍ଫାଟିକ ଫାଇଲେରିଆସିସ୍‍ର ନିରାକରଣ ଦିଗରେ କୌଣସି ପ୍ରୟାସ ହାତଛଡା ନକରିବାକୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରତିଶ୍ରୁତିବଦ୍ଧ । ୨୦୨୨ ମାର୍ଚ୍ଚ ୭…

ଡା. ଅଗ୍ରୱାଲ୍‌ସ ପକ୍ଷରୁ ଚକ୍ଷୁ ହସ୍‌ପିଟାଲ୍ ମହିଳାଙ୍କ ପାଇଁ ମାଗଣା ଚକ୍ଷୁ ଚେକ୍ ଅପ୍ କାର୍ଯ୍ୟକ୍ରମ

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ, ହସ୍‌ପିଟାଲ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଏହାର ଓଡ଼ିଶାର ସମସ୍ତ ଶାଖାରେ ମହିଳାଙ୍କ ପାଇଁ ମାଗଣା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମର ପରିଚାଳନା କରୁଛନ୍ତି । ପଞ୍ଜୀକରଣ ପାଇଁ ଦୟାକରି ଯୋଗାଯୋଗ କରନ୍ତୁ ୯୬୧୯୩୨୦୯୭୧ ଅଧ୍ୟୟନରୁ ଜଣାଯାଇଛି ଯେ ୫୦…

ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷ ଠାରେ ରବିବାର ଦିନ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସଂସଦ ପକ୍ଷରୁ ମହାନ ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ…

ବର୍ଷା ଜଳକୁ ସଂଗ୍ରହ କରି କିପରି ସଂରକ୍ଷଣ ସହ ପୁନଃବ୍ୟବହାର କରାଯିବ ସେ ନେଇ ଭର୍ଚୁଆଲରେ ଆଲୋଚନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ବର୍ଷା ଜଳକୁ କିପରି ସଂରକ୍ଷଣ ସହ ପୁନଃବ୍ୟବହାର କରାଯିବ ସେନେଇ ଭର୍ଚୁଆଲରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଏହି…