ଜେଏସ୍ଡବ୍ଲ୍ୟୁକୁ ରାଜ୍ୟସ୍ତରୀୟ ଆଇସିଟି ପୁରସ୍କାର
ଭୁବନେଶ୍ୱର: ଦେଶର ଅଗ୍ରଣୀ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜେଏସ୍ଡବ୍ଲ୍ୟୁ ଆଇସିଟି ବର୍ଗରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି । ଭୁବନେଶ୍ୱରରେ ଶୁକ୍ରବାର ଆୟୋଜିତ ସିଆଇଆଇ ଓଡ଼ିଶା ବାର୍ଷିକ ଉତ୍ସବରେ କମ୍ପାନୀକୁ ଏହି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । କ୍ୱାଲିଟି ସର୍କଲ, ଶିଳ୍ପ…