ନିଶାମୁକ୍ତ ଭାରତ ଅଭିଯାନ ନିମନ୍ତେ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

" ସମାଜରେ ନିଶାମୁକ୍ତ ଯେ ପର୍ଯ୍ୟନ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ଆମେ ଆଗକୁ ଯାଇପାରିବା ନାହିଁ: ଜିଲ୍ଲାପାଳ ରାୟଗଡ ରାୟଗଡରୁ ସରୋଜ କୁମାର ସାହୁ: ନିଶାମୁକ୍ତ ଭାରତ ଅଭିଯାନ ନିମନ୍ତେ ଆଜି ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

କାୟାକଳ୍ପ ଟିମ୍ ର ଭଞ୍ଜନଗର ମେଡ଼ିକାଲ ପରିଦର୍ଶନ

ଭଞ୍ଜନଗର: ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ବାସ୍ଥ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ କାୟାକଳ୍ପ ଟିମ୍ ଗଞ୍ଜାମ ଜିଲ୍ଲା ଗ୍ରସ୍ତର ଆସି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ସମତେ ବିଭିନ୍ନ ଗୋଷ୍ଠି ସ୍ବାସ୍ଥ କେନ୍ଦ୍ର ବୁଲି ଦେଖିଛନ୍ତି। କାୟାକଳ୍ପର ତିନି ଜଣିଆ ଟିମ୍ ଆଜି ଭଞ୍ଜନଗର ଉପଖଣ୍ତ ଚିକିତ୍ସାଳୟ…

ଭୁଶୁଡିଲା ଛତ୍ରବଜାର ପୁରୁଣା ବ୍ରିଜ

କଟକ : କଟକରେ ଘଟିଛି ଅଘଟଣ । ଭୁଶୁଡ଼ିଲା ଛତ୍ରବଜାର ପୁରୁଣା ବ୍ରିଜ । ଭୁଷୁଡ଼ା ବ୍ରିଜ ତଳେ ଫସିଯାଇଛନ୍ତି କିଛି ଲୋକ । ଅଘଟଣ ଘଟିବ ମାତ୍ରକେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କର…

ଦରଦୀବନ୍ଧୁ ଫାଉଣ୍ଡେସନ, ଓଡିଶା ତରଫରୁ ନୂତନ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଖଇରା /ବୁଲୁ ଲେଙ୍କା:ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦରଦୀବନ୍ଧୁ ଫାଉଣ୍ଡେସନ ତରଫରୁ ବର୍ତ୍ତନା ସ୍ଥିତ ଆନ୍ଦୋଳା ଗ୍ରାମରେ ନୂତନ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ମୁଖ୍ୟ ପୁରୋଧା ତଥା ବନ୍ଧୁ ଓଡିଶାର ବରେଣ୍ୟ ସ୍ୱେଚ୍ଛା ସେବୀ ଗଗନ ବିହାରୀ…

କୁକୁର କାମୁଡ଼ାରେ ହରିଣ ଛୁଆ ଆହତ ।

ଖଇରା(ବୁଲୁ ଲେଙ୍କା )-ବାଲେଶ୍ୱର ଜିଲ୍ଲା ଔପଦା ବନବିଭାଗ ଅଧିନ ଦୁଖଣ୍ଡଖଇରା ଗାଁରେ କୁକୁର କାମୁଡ଼ାରେ ଆହତ ହୋଇ ପୋଖରୀରେ ପଡ଼ିଥିବା ଏକ ହରିଣ ଛୁଆକୁ ସ୍ଥାନୀୟ ଲୋକେ ଏବଂ ବନବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଆଜି ଔପଦା ପାହାଡ଼ରୁ ଦୁଇଟି ହରିଣ ଛୁଆ ଖାଦ୍ୟ ଅନ୍ୱେଷଣରେ ଦୁଖଣ୍ଡଖଇରା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ l

ରଣପୁର/ପ୍ରସନ୍ନ ସାମନ୍ତରାୟ-ନୟାଗଡ ଜ଼ିଲ୍ଲା ରଣପୁର ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଅଟୋକୁ ଧକ୍କା ଦେଲା ଟ୍ରକ l ଫଳରେ ଜଣେ ମହିଳାଙ୍କ ଜୀବନ ହାନି ହୋଇଥିବା ବେଳେ 4ଜଣ ଆହତ ହୋଇଛନ୍ତି l ମୃତକ ମହିଳା ଜଣଙ୍କ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ସିଙ୍ଗାରପୁର ଗ୍ରାମର ନିବାସୀ ସ୍ୱାଇଁ…

କିଚେନ୍ ଗାର୍ଡେନିଂ ଜରିଆରେ ନିରନ୍ତର ଜୀବନଜୀବିକାର ପ୍ରସାର

ଯୋଡ଼ା(ଶାସକ ପ୍ରଶାସକ) : ଅଂଚଳରେ ନିରନ୍ତର ଜୀବନଜୀବିକାର ପ୍ରସାର କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ କିଚେନ୍ ଗାର୍ଡେନ୍ ସ୍ଥାପନ କରିବା ଲାଗି ଗତ ତିନି ମାସ ଧରି ଗୁଆଲି ଗ୍ରାମ ପଂଚାୟତର ୧୫୦ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି ।କିଚେନ୍ ଗାର୍ଡେନ୍‌ର ଗୁରୁତ୍ୱ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଓ ମାନ୍ୟବର ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ଆସାମରେ ବୈଜୟନ୍ତଙ୍କ ସଫଳ ଗୋଟିଚାଳନା ; ୮୦ରୁ ୭୭ ମ୍ୟୁନିସିପାଲଟି ବୋର୍ଡ ଗଠନ କରିବ ବିଜେପି

ଶାସକ ପ୍ରଶାସକ/ ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ଓ ଦିଲ୍ଲୀ ପ୍ରଦେଶ ପ୍ରଭାରୀ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ସଫଳ ଋଣନୀତି ଓ ଗୋଟି ଚାଳନା ଯୋଗୁଁ ଆସାମରେ ହୋଇଥିବା ୮୦ଟି ମ୍ୟୁନିସିପାଲଟି ବୋର୍ଡ ନିର୍ବାଚନରେ ବିଜେପି ୭୭ ମ୍ୟୁନିସିପାଲଟି ବୋର୍ଡ ଗଠନ…

ପୌର ନିର୍ବାଚନ ନିମନ୍ତେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ନୟାଗଡ଼(ବିଶ୍ଵଜିତ ନାୟକ) -ନୟାଗଡ଼  ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଧନଞୟ ସ୍ୱାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନୟାଗଡ଼ ଜିଲ୍ଲାରେ ପୌର ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ସେ   ନୟାଗଡ଼ରେ ପହଁଚି ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅତିରିକ୍ତ…