ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କୁ ସମ୍ବର୍ଦ୍ଧନା

"ବିକାଶର ଚିତ୍ରକର ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଜୟ ପରେ ବିଜୟ ଟୀକା ପିନ୍ଧୁଛି" ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗୀ):- ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପ ।ୟତର ବିଜେଡ଼ି ସମର୍ଥିତ ସମିତିସଭ୍ୟା ପ୍ରାର୍ଥିନୀ ତଥା ନବନିର୍ବାଚିତ ବ୍ଲକ…

ମା’ ହରଚଣ୍ଡୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ; କଟିକଟା କ୍ରିକେଟ କ୍ଲବ ଓ ବିସିଏ ଜିଗ୍ନିପୁର କ୍ରିକେଟ ଟିମ୍ ଚାମ୍ପିୟନ୍

"ଗ୍ରାମାଞ୍ଚଳର କ୍ରିକେଟ ପ୍ରତିଭାକୁ ଅନ୍ୱେଷଣ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ ଶାସନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ ଅତୁଳନୀୟ" ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗୀ):-ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ଗ୍ରାମପଂଚାୟତ ମା’ ହରଚଣ୍ଡୀ କ୍ରିକେଟ କ୍ଲବ…

୨୮ ନଂ ୱାର୍ଡ଼ରେ ସ୍ୱାଧୀନପ୍ରାର୍ଥୀ ଗୀତାଶ୍ରୀଙ୍କ ପ୍ରଚାର

ବାଲେଶ୍ୱର,: ପୌର ନିର୍ବାଚନ ପାଇଁ ବାଲେଶ୍ୱର ପୌରାଞ୍ଚଳରେ ଧୀରେ ଧୀରେ ପ୍ରଚାର ଜମିବାରେ ଲାଗିଛି । ପ୍ରମୁଖ ରାଜନୈତିକ ଦଳ ସମେତ କାଉନସିଲର ପ୍ରାର୍ଥୀମାନେ ନିଜ ନିଜର ସହଯୋଗୀଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ୨୮ ନଂ ୱାର୍ଡ଼ ପାଇଁ ସ୍ୱାଧୀନ ଭାବେ ପ୍ରାର୍ଥୀ…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ଗାବରା ତିରୁପତି ରାଓ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳ ୧୧ ଟି ଜିଲ୍ଲା ପରିଷଦ ବିଜୟ ହାସଲ କରିଥିଲେ। ଆଜି ଅନୁଷ୍ଠିତ ହୋଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ କାଶୀନଗର ବ୍ଲକରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୁ ଜନତା…

ନାରାୟଣ ଚନ୍ଦ୍ର ପ୍ରଧାନ ବାଲେଶ୍ୱର ଜିଲା ପରିଷଦ ସଭାପତି

ବାଲେଶ୍ୱର: ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ବିଜ୍ଞପ୍ତି ଆଧାରରେ ରବିବାର ଓଡ଼ିଶାର ସମସ୍ତ ଜିଲା ପରିଷଦ ସଭାପତି ନିର୍ବାଚିତ ହୋଇଥିବା ବେଳେ ବାଲେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ନାରାୟଣ ଚନ୍ଦ୍ର ପ୍ରଧାନଙ୍କୁ ଜିଲା ପରିଷଦ ସଭାପତି ଭାବେ ନିର୍ବାଚିତ କରାଯାଇଛି । ସ୍ଥାନୀୟ ଜିଲା ପରିଷଦ…

ଟ୍ରକ ପଛ ପଟେ ଧକ୍କା ଦେଲା ବାଇକ, ଜଣେ ମୃତ ଦୁଇ ଗୁରୁତର

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବଥର୍ଲା ଛକ ନିକଟରେ ନୋ ଏଣ୍ଟ୍ରି ପାଇଁ ରାସ୍ତା କଡ ରେ ଛିଡା ହୋଇଥିବା ଟ୍ରକ ପଛ ପଟେ ପିଟି ହୋଇ ବାଇକ ରେ ଥିବା ଟେଣ୍ଟ ହାଉସ କର୍ମଚାରୀ ମାନେ ଦୁର୍ଘଟଣା ମ ଶିକାର ହୋଇଛନ୍ତି  । ଘଟଣାସ୍ଥଳ ରେ  ଟିକପାଲି ର ଚୈତନ…

ଦେବକୀ ସାହୁ ନିର୍ଦ୍ଵନ୍ଦ୍ବରେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚିତ

ବଲାଙ୍ଗୀର: ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚନ ଶେଷ ହୋଇଛି । ଏଥିରେ ବିଜେଡିର ଦେବକୀ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ରିବିବାର ସକାଳୁ ବଲାଙ୍ଗୀର DRDA ସମ୍ମିଳନୀ କକ୍ଷରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ବଲାଙ୍ଗୀରର ୩୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବିଜେଡି…

ତୋଟାଗୁଡା ରେଳଲାଇନ ରାସ୍ତାରେ ଯୁବକ ର ମୃତ ଦେହ

କାଶୀପୁର ଟିକିରି ବୈକୁଣ୍ଠ ଦୁରିଆ -ରାୟଗଡା ଜ଼ିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ତୋଟାଗୁଡା ରେଳଲାଇନ ଟାରେ ଏକ ଯୁବକର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା ସେ ହେଲେ ଟିକିରି ଅଞ୍ଚଳର ଜାମୋଗୁଡା ଗ୍ରାମର ଶିତା ମାଝୀ, ନାମକ ଯୁବକ ବୋଲି ଯାଣିବାକୁ ମିଳିଛି । ସେହି ରାସ୍ତା…

କହି ହେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ -ଦୋମୁହାଁ ବିଜେପି କରୁଛି ନାଟକବାଜି :ବିଜେଡି

ଘଟଣାକୁ ନେଇ ରାଜନୀତି ନ କରିବାକୁ କହିଲେ ସସ୍ମିତ  ଜଗଦେବ ବିଜେଡିରେ ନାହାନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ବିଜେପି ଦେଖାଉଛି ଦୋମୁହାଁ ନୀତି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ନିଶ୍ଚିତ ଭୁବନେଶ୍ୱର:…

ସରସ୍ୱତୀ ମାଝୀ ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ

ରାୟଗଡରୁ ସରୋଜ କୁମାର ସାହୁ: କାଶୀପୁର ବ୍ଲକର "ଗ" ଜୋନର ୫ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରସ୍ୱତୀ ମାଝୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି | ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ଆଦେଶ ମୁତାବକ ରାୟଗଡ…