ଯୋଡ଼ା ଖଣି ଅଂଚଳର ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ସଚେତନତା ଓ ଆଲୋଚନା କାର୍ଯ୍ୟକ୍ରମ
ଯୋଡ଼ା: ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆଜାଦୀ କା ଅମୃତ ମହୋତ୍ସବର ଆଇକନିକ୍ ସପ୍ତାହ ପାଳନର ଅଂଶ ସ୍ୱରୂପ ଉପ ମୁଖ୍ୟ ଶ୍ରମ ଆୟୁକ୍ତ (କେନ୍ଦ୍ରୀୟ), ଭୁବନେଶ୍ୱରଙ୍କ ଯୋଡ଼ା ଖଣି ଅଂଚଳରେ ଯୋଡ଼ାର ଟାଟା ଷ୍ଟିଲ୍ ଲିମିଟେଡ୍ର ଯୋଡ଼ା ୱେଷ୍ଟ ଅଡିଟୋରିୟମରେ ଶ୍ରମିକ ଓ…