ଦେବଗଡ ପୌର ପରିଷଦ : ପୌରାଧ୍ୟକ୍ଷା ହେଲେ ବିଜେଡିର ଶାନ୍ତି ମଞ୍ଜରୀ ଦେଇ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଚଳିତ ନିର୍ବାଚନ ରେ ଦେବଗଡ଼ ପୌର ପରିଷଦ ଆସନ ପାଇଁ ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି। ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦ ରେ ପୌରାଧକ୍ଷ ଆସନ ବିଜେଡି ହାତକୁ ଯାଇଥିବା ବେଳେ ୪ଟି କାଉନସିଲର ବିଜେଡ଼ି ହାତକୁ ଯାଇଛି। ୬ଟି ଆସନ ବିଜେପି ନେଇଥିବା ବେଳେ…