ନବରଙ୍ଗପୁରରେ ଦିବ୍ୟାଙ୍ଗ ଚିହ୍ନଟ ଶିବିର
ନବରଙ୍ଗପୁର(ଅଶୋକ କୁମାର ସାହୁ): ପ୍ରତିମାସ ପାଞ୍ଚ ତାରିଖରେ ନବରଙ୍ଗପୁର ଜିଲ୍ଲା ଭିନ୍ନକ୍ଷମ ପୁନରୁତ୍ଥାନ କେନ୍ଦ୍ର ନବରଙ୍ଗପୁର ଠାରେ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଆୟୋଜନ କରାଯାଇଥାଏ। ଆଜିର କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ତିନୋଟି କୃତ୍ରିମ ଅଙ୍ଗ…