ବୁଢ଼ାବୁଢ଼ିଆଣୀ ଡାକ ବଙ୍ଗଳାରେ ଓଡ଼ଗାଁ ବ୍ଲକର ତ୍ରୟୋଦଶ ସାଧାରଣ ଅଧିବେଶନ
ଦଳୀୟ ମତଭେଦ ଭୁଲି ଗାଁର ବିକାଶରେ ଧ୍ୟାନ ଦିଅନ୍ତୁ: ବାଚସ୍ପତି
ଓଡ଼ଗାଁ, ୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ତ୍ରୟୋଦଶ ସାଧାରଣ ଅଧିବେଶନ ବୁଧବାର ଅପରାହ୍ନରେ ଏହି ବ୍ଲକର ପ୍ରମୁଖ ପ୍ରାକୃତିକ କ୍ଷେତ୍ର ବୁଢ଼ାବୁଢ଼ିଆଣୀ ଡ଼୍ୟାମ ଡାକ ବଙ୍ଗଳାଠାରେ ଅନୁଷ୍ଠିତ!-->!-->!-->…