ଅସହାୟଙ୍କୁ ସହଯୋଗ ର ହାତ ବଢାଇଲେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ ।
ପଦ୍ମପୁର-ଗରିବ ଅସହାୟଙ୍କ ଦୁଃଖ ବୁଝି ଯେ ପାରିଛି ସେ ଭଗବାନ ସମାନ । ଭଗବାନଙ୍କ ଦେବଦୂତ ଭଲି ଗରିବ ଅସହାୟ ଲୋକଙ୍କ ଅସୁବିଧା ସମୟରେ ଠିଆ ହୋଇଥାନ୍ତି ପଦ୍ମପୁର ବ୍ଳକ ଟାଲ ମାଟିର ସୁଯୋଗ୍ୟ ସନ୍ତାନ ତଥା ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର ବଢ଼େଇ । ନିଜ ଅଞ୍ଚଳ ହେଉ ଅବା ସୁଦୁର…