ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦଘାଟନ କଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା
କଲ୍ୟାଣସିଂହପୁରରୁ ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ଦାନ୍ତଲିଙ୍ଗି ଠାରେଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ (ବସୁଧା)କୁ ଉଦଘାଟନ କଲେ କୋରାପୁଟ ଲୋକସଭା ସାଂସଦସପ୍ତଗିରି ଶଙ୍କର ଉଲ୍ଲାକା ।ଆଜି କୋରାପୁଟ ଲୋକସଭା ସାଂସଦସପ୍ତଗିରି ଶଙ୍କର…