ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ଓ ଜେ.କେ କାଗଜ କଳର ମିଳିତ ଆନୁକୁଲ୍ୟରେ ଅଂଚଳର ବାସିନ୍ଦାଙ୍କ ପାଇଁ ଚକ୍ଷୁ…
ରାୟଗଡ(ସରୋଜ ସାହୁ): ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ଓ ଜେ.କେ କାଗଜ କଳର ମିଳିତ ଆନୁକୁଲ୍ୟରେ ଜେ.କେ. ପୁର ସ୍ଥିତ ବିସି ରୋଡ ଠାରେ ଅଂଚଳର ବାସିନ୍ଦା ମାନଙ୍କ ପାଇଁ ଏକ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ରର ଶୁଭ ଉଦଘାଟନ ଜେ.କେ. କଗଜ କଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ ସୁନୀଲ…