ଝାରସୁଗୁଡ଼ାରେ ମା’ ମାହେଶ୍ୱରୀ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ
ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ, ବେଦମନ୍ତ୍ରରେ କମ୍ପିତ ହେଲା ପରିବେଶଝାରସୁଗୁଡ଼ା:
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଖଡୁରା ସମାଜର ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଛି। ୨୦୨୩ ମସିହାରୁ ଚାଲିଥିବା ପ୍ରୟାସରେ ନିର୍ମିତ ଖଡୁରା ଜାତିର କୁଳଦେବୀ ମା’ ମାହେଶ୍ୱରୀଙ୍କ ଭବ୍ୟ ମନ୍ଦିରର ପ୍ରାଣ…