ସ୍ପାଇସ୍ ମନି ଓ ରେଲିଗେୟାର୍ ବ୍ରୋକିଂ ଏଲ୍‌ଆଇସି ଆଇପିଓକୁ ୧୦ କୋଟି ଗ୍ରାମୀଣ ପରିବାରରେ ପହଂଚାଇବେ

ଭାରତ ଏଲ୍‌ଆଇସି ଆଇପିଓକୁ ଚାହିଁରହିଥିବା ବେଳେ ଗ୍ରାମୀଣ ଭାରତରେ ଡିମାଟ୍ ଖାତା ଖୋଲିବା ବ୍ୟବସ୍ଥାକୁ ସରଳ କରିବା ପାଇଁ ଏକ ପ୍ରଥମ ଧରଣର ସହଯୋଗିତା ପାଇଁ ସ୍ପାଇସ୍ ମନି ଓ ରେଲିଗେୟାର୍ ବ୍ରୋକିଂ ହାତ ମିଳାଇଛନ୍ତି ଯାହା ଫଳରେ ୧ ନିୟୁତ ସ୍ପାଇସ୍ ମନି ଅଧିକାରୀମାନଙ୍କ ସହାୟତାରେ ସହଜରେ ପୁଂଜି…

ଜାଇକା ସହାୟତାରେ “ଓଡ଼ିଶା ସମନ୍ବିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ” ସଂପର୍କରେ ସମୀକ୍ଷା

କାର୍ଯ୍ୟ ତ୍ୱରାନିତ କରି ଖୁବ ଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, :ରାଜ୍ୟରେ ଜାଇକା ସାହାଯ୍ୟ ପ୍ରାପ୍ତ “ଓଡ଼ିଶା ସମ୍ମନ୍ୱିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ” ସଂପର୍କରେ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ…

ସାରଦା ଏକାଡେମୀ 1977ବ୍ୟାଚ ସହପାଠୀ ସମ୍ମେଳନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆଦିକବି ସାରଳା ଦାସଙ୍କ ସମାଧି ପୀଠ ମୁନିଗୋସେଇଁ ମଠ ସ୍ଥିତ ଆଦିକବି ଭବନରେ ସାରଦା ଏକାଡେମୀ କନକପୁରର ୧୯୭୭ ବ୍ୟାଚ ସହପାଠୀ ସମ୍ମେଳନ ଓ ପୂଜ୍ୟ ପୂଜା ସମ୍ମାନ ଅନୁଷ୍ଠିତ ହୋଇଯାଇଛି| ନିମନ୍ତିତ ଅତିଥି ଓ ପ୍ରାତନ ବିଦ୍ୟାଥୀ…

ବିଶ୍ୱ ଟୀକାକରଣ ସପ୍ତାହ-୨୦୨୨

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତା. ୨୪ ରୁ ୩୦ ଏପ୍ରିଲ ଶେଷ ସପ୍ତାହରେ ସାମୁହିକ ପଦକ୍ଷେପର ଓ ସମସ୍ତ ବୟସର ଲୋକଙ୍କୁ ରୋଗରୁ ସୁରକ୍ଷିତ ରଖିବା ପାଇଁ ଟୀକାର ବ୍ୟବହାର କୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲକ୍ଷ୍ୟରେ "ବିଶ୍ୱ ଟୀକାକରଣ ସପ୍ତାହ" ପାଳନ କରାଯାଇଥାଏ ।ସେହିପରି ଆଜି ଅପରାହ୍ନରେ…

ଦୁଇ ଦିନିଆ ପୌରାଧ୍ୟକ୍ଷମାନଙ୍କ କର୍ମଶାଳାରେ ଗଜପତିର ଦୁଇ ସହରାଞ୍ଚଳ ପୌରାଧ୍ୟକ୍ଷା

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ଲୋକସେବା ଭବନ ଠାରେ ଅନୁଷ୍ଠିତ ହେଇଥିବା ମେୟର ଓ ପୌରାଧ୍ୟକ୍ଷଙ୍କ ପାଇଁ “ପୌର ଶାସନ ପ୍ରଣାଳୀ ଏବଂ ଉନ୍ନୟନ ପଦ୍ଧତି କର୍ମଶାଳା”ରେ ଗଜପତି ଜିଲ୍ଲାର ଦୁଇ ଗୋଟି ସହରାଞ୍ଚଳ ଯଥା ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ଏନ୍‌ଏସିର…

ଗଜପତିରେ ମୁଖ୍ୟ ସଚିବଙ୍କ ସହ ପାଣ୍ଡିଆନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମୂଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ.ପାଣ୍ଡିଆନ ଓ ଜଳସମ୍ପଦ ସଚିବ ଅନୁ ଗର୍ଗ ଆଜି ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ ଜଳସେଚନ (ଜଳବିଦ୍ୟୁତ)ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ସହ ଟନେଲ କାମ…

ହରିଶଙ୍କର ପାନ୍ଥ ନିବାସ ଏବଂ ସାରସ୍ ଫାର୍ମକୁ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା

ଖେଳ ପଡିଆଓ ଷ୍ଟାଡିୟମ ପାଭିଲିୟନ ନିର୍ମାଣ ଏବଂ ଡାଏରୀ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ। ଗାନ୍ଧି ଷ୍ଟାଡିୟମର ଉନ୍ନତିକରଣ ପାଇଁ 2 କୋଟି 40 ଲକ୍ଷ ଟଙ୍କା ମଞ୍ଜୁର । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛକ ଠାରେ ଓମଫେଡ ପାର୍ଲୋର ଉଦଘାଟିତ । ବଲାଙ୍ଗୀର (ନିରୋଜ ମିଶ୍ର)…

ବିଶିଷ୍ଟ ଶିକ୍ଷକଙ୍କ ପରଲୋକ

ଜୁନାଗଡ / ଆଦିତ୍ୟ ମହାନ୍ତି - କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ନୀଳକଣ୍ଠ କର(୭୬)ଙ୍କ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।…

ବଡ଼ବିଲ୍ ସିଏଚସିରେ ଡାୟାଲିସିସ୍ କେନ୍ଦ୍ର ଉଦଘାଟିତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବଡ଼ବିଲ୍ ସିଏଚସି (ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର) ରେ ସ୍ଥାିତ ଡାୟାଲିସିସ୍ ସେଣ୍ଟର ଉଦଘାଟିତ ହୋଇଯାଇଛି । ଚଳିତ ୨୭ତାରିଖ ବୁଧବାର ଦିନ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉକ୍ତ ଡାୟାଲିସିସ୍ କେନ୍ଦ୍ରକୁ…