ସମବାୟ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ବିଜେଡି ସୁପ୍ରିମୋ

ଦଳୀୟ ଦୃଷ୍ଟିକୋଣରୁ ନିର୍ବାଚନକୁ ଗମ୍ଭୀରତାର ସହ ନେବାକୁ ପରାମର୍ଶ ନିର୍ବାଚନ ପାଇଁ ୪ଟି ଜୋନ୍‍ରେ କମିଟି ଗଠନ ନିର୍ବାଚନ ସରିବା ପର୍ଯ୍ୟନ୍ତ ହେବ ସାପ୍ତାହିକ ସମୀକ୍ଷା ଭୁବନେଶ୍ୱର: ଆସନ୍ତା ସମବାୟ ନିର୍ବାଚନ ପାଇଁ ଚାଲିଥିବା ପ୍ରସ୍ତୁତି ସଂକ୍ରାନ୍ତରେ ବିଜେଡି…

ବଲାଙ୍ଗିର ସହରରେ ଷ୍ଟାମ୍ପ୍‌ ପେପର୍‌ର ଅଭାବୀ ବିକ୍ରି

ବଲାଙ୍ଗିର : ବଲାଙ୍ଗିର ସହରରେ ଷ୍ଟାମ୍ପ୍‌ ପେପର୍‌ର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ହିତାଧିକାରୀଙ୍କ ଅଭିଯୋଗ କ୍ରମେ ୧୦ ଟଙ୍କିଆ ଷ୍ଟାମ୍ପ୍‌ ପେପର୍‌ ମିଳୁନାହିଁ । ବାଧ୍ୟ ହୋଇ ଲୋକେ ଚଢା ଦରରେ ୧୦ ଟଙ୍କିଆ ଷ୍ଟାମ୍ପ୍‌ ପେପର୍‌ ବଦଳରେ ୨୦ ଟଙ୍କିଆ ଷ୍ଟାମ୍ପ୍‌ ପେପର୍‌ କିଣି ଲୋକେ…

ରାଜ୍ୟସ୍ତରୀୟ ”ସାମ୍ବାଦିକତା ସେବା ସମ୍ମାନ” ରେ ଦୁଃଶାସନ ନାୟକ ସମର୍ଦ୍ଧିତ

ଅସ୍ତରଙ୍ଗ,: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବରିଷ୍ଠ  ସାମ୍ବାଦିକ ଦୁଃଶାସନ ନାୟକଙ୍କୁ କଟକ ସ୍ଥିତ ସାରଳା ଭବନ ଠାରେ ,ଆୟୋଜିତ ସନ୍ଥ କବି ଭୀମ ଭୋଇ ସାହିତ୍ୟି ପରିଷଦ ତରଫରୁ,ରାଜ୍ୟ ସ୍ତରୀୟ ସାମ୍ବାଦିକତା ସେବା ସଂନ୍ମାନ 2022 ରେ ସମ୍ମାନିତ କରାଯାଇ ଅଛି । ଏହି ଉତ୍ସବରେ ଆଇ, ଏ,ଏସ…

ସମୁଦ୍ରକୂଳରୁ ଛାତ୍ର ନିଖୋଜ ଘଟଣା, ଅପହରଣକୁ ନେଇ ସନ୍ଦେହ

ଜଗତସିଂହପୁର,ସୁମନ୍ତ କୁମାର ଦାସ:ଗତ 14 ତାରିଖରେ ପାରାଦୀପ ସମୁଦ୍ରକୂଳରୁ ନିଖୋଜ ହୋଇଯାଇଥୁବା ନବମ ଶ୍ରେଣୀ ଛାତ୍ର ପ୍ରୀତମଙ୍କ ସନ୍ଧାନ ଆଜିପର୍ଯ୍ୟନ୍ତ ମିଳିପାରିନାହିଁ । ତେଣୁ ଏହା ଏକ ସୁପରିକଳ୍ପିତ ଅପହରଣ ହୋଇପାରିଥାଏ ବୋଲି ସନ୍ଦେହ କରାଯାଇଛି । ଯାହାକୁ ନେଇ ପୋଲିସ ଅଧିକ ତଦନ୍ତ…

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସର ପ୍ରସ୍ତୁତି ପାଇଁ କାର୍ଯ୍ୟକ୍ରମ ଆରମ୍ଭ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସର ପ୍ରସ୍ତୁତି ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଜୁନ ୨୧ ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସର ପାଳନ କରାଯାଉଛି କିନ୍ତୁ…

ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କାରଣ ସାହି ସ୍ଥିତ ଶ୍ରୀ ନୃସିଂହନାଥ ମନ୍ଦିରର ନୃସିଂହ ଚତୁର୍ଦ୍ଦଶୀ ମହାସମାରହରେ ପାଳିତ ହୋଇ ଯାଇଛି ।ଏହି ଉପଲକ୍ଷେ ପ୍ରାତଃ ସମୟରୁ ପ୍ରଭୁ ନୃସିଂହନାଥଙ୍କୁ ରୀତିନୀତି ଅନୁଯାୟୀ ଅଭିଷେକ…

ମୋହନା ବ୍ଲକ ଗସ୍ତରେ ଜାତୀୟ ମନିଟରିଂ ଟିମ୍

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାକୁ ଜାତୀୟ ମନିଟରିଂ ଟିମ୍ ଲିଡରଙ୍କ ୬ ଦିନିଆ ଗସ୍ତରେ ଆସି ଶନିବାର ଓ ରବିବାର ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଜାତୀୟ ମନିଟାରୀ ଟିମ ଲିଡର ଡ. ଏସ.ଦୟାକର ରେଡ୍ଡୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ…

ଉଚ୍ଚତର ଗବେଷଣା ପାଇଁ ଅଧ୍ୟାପକଙ୍କ ବିଦେଶ ଯାତ୍ରା

ପଦ୍ମପୁର- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ରସାୟନ ବିଭାଗର ଯୁବ ଅଧ୍ୟାପକ ଡ଼: ବଳରାମ ପ୍ରଧାନ ଆମେରିକା ସ୍ଥିତ ମର୍ଯ୍ୟାଦାଜନକ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ହେଲ୍‌ଥ ଦ୍ଵାରା ମନୋନୀତ ହୋଇ ବିଦେଶ ଯାତ୍ରା କରିଛନ୍ତି । ଏହି ବିଶ୍ବସ୍ତରୀୟ ଅନୁଷ୍ଠାନରେ ସେ ଦୁଇ ବର୍ଷ ପାଇଁ ଜୈବ–ଭେଷଜ…

ରାଜଧାନୀ ଛାତିରେ ସଂଘର୍ଷ କରୁଥିବା କୁନି ପୁଅ ମୁହଁରେ ଖୁସି ଆଣିଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର: ଦୁଃଖର ଭାରକୁ ନିଜ କାନ୍ଧରେ ବୋହି ରୋଗିଣା ମା’ର ଚିକିତ୍ସା ପାଇଁ ପରିବା ବିକୁଥିଲା ୧୩ ବର୍ଷର ପୁଅ ଆକାଶ । ଗ୍ରାହକ ପରିବା କିଣିବା ପରେ ସେହି ପଇସାରେ ମା’ ପାଇଁ ଔଷଧ ନେବାକୁ ଜଗି ବସୁଥିଲା ସେ । ଛୋଟ ଛୁଆଟିର କାନ୍ଧରୁ ଦୁଃଖର ଭାରକୁ ନିଜ କାନ୍ଧକୁ ନେଲା ଓଡ଼ିଶା- ମୋ ପରିବାର ।…

କିଟ୍‌ରେ ଜାତୀୟ ସ୍କୁଲ୍‍ ଚେସ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ୧୦ମ ଏମ୍‌ପିଏଲ ଜାତୀୟ ସ୍କୁଲ ଚେସ୍ ଚମ୍ପିଅନସିପ-୨୦୨୨ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ବିଭିନ୍ନ ରାଜ୍ୟରୁ ୧୦୨୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।…