ହାଟଡିହି (ମକର ଧ୍ୱଜ ଜେନା) କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ଡଅଁର ସେବା ସମବାୟ ସମିତିଲିଃ ରେ ୭୬ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି।ସମିତି ସମ୍ପାଦକ ଉମାକାନ୍ତ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଟିତ କାଯ୍ର୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡଅଁର ସମବାୟ ସମିତିର ନିର୍ଦେଶକ ଅକ୍ଷୟ ଧଳ ,ଡିଓ ଜୟନ୍ତ କୁମାର ସ୍ବାଇଁ, ଅଜୟ ଜେନା,କିଶୋର ଜେନା,ଶ୍ରୀବସ୍ୟ ପହି, ଅନିଲ ଜେନା ଯୋଗ ଦେଇ ଉଦବୋଧନ ଦେବା ସହିତ ଦେଶକୁ ସ୍ବାଧିନତା ଦେବାକୁ ମହାପୁରୁଷଙ୍କ ବଳିଷ୍ଟ ଅବଦାନ ଉପରେ ଆଲୋକପାତ କରିବା ସହିତ ଚାଷୀ ଭାଇ ମାନଙ୍କ ର ବିଭିନ୍ନ ସମସ୍ୟା ପ୍ରତି ଗୁରୁତ୍ୟ ଦେବା ପାଇଁ ଆଲୋଚନା ହେଇଥିଲା।ଉକ୍ତ କାଯ୍ର୍ୟକ୍ରମରେ ଯୁଗଳ କିଶୋର ଦାଶ ,ରଞ୍ଜନ କୁମାର ପହି ,ମନୋଜ ବେହେରା, ସୁଧୀର ଜେନା, ବାବୁଲା କାଣ୍ଡି,ପ୍ରତାପ ଦେଓ, ବିମଳ ପାତ୍ର,ରବୀନ୍ଦ୍ର ଜେନା, ଧୀରେନ ଜେନା ବ୍ରଜ କିଶୋର ଜେନା, ହୃଦାନନ୍ଦ ଜେନା, ନୀଳମଣି ଦାଶ ସମେତ,,ବହୁ ମନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.