ପବିତ୍ର ଗୁରୁଦିବସ ଉପଲକ୍ଷେ ମୁଦୁପୁର ପଞ୍ଚାୟତ ତରଫରୁ ଶତାଧିକ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଡ଼ଃ.ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଜନ୍ମ ଦିବସ କୁ ସମଗ୍ର ଦେଶରେ ଗୁରୁଦିବସ ରୂପେ ପାଳନ କରାଯାଉଥିବା ବେଳେ ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ପକ୍ଷରୁ ଭିନ୍ନ ଢଙ୍ଗ ରେ ଗୁରୁ ଦିବସ ପାଳନ କରାଯାଇଛି | ପଞ୍ଚାୟତ ର ଯୁବ ପ୍ରତିଭା ମନେ ସ୍ଥାନୀୟ ଶ୍ରୀ ଶ୍ରୀ…