ଶ୍ରୀଜଗନ୍ନାଥ ଭକ୍ତି ସଂଗୀତ ସମାରୋହ ଗୁହାରୀ-୨୦୨୨ର ଶୁଭାରମ୍ଭ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀଜଗନ୍ନାଥ ଭକ୍ତି ସଂଗୀତ ସମାରୋହ ‘ଗୁହାରୀ-୨୦୨୨’ ଆଜିଠାରୁ ସ୍ଥାନୀୟ ଭଞ୍ଜ କଳା ମଣ୍ଡପ ଠାରେଅନୁଷ୍ଠିତ ହେଉଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ,ଭୁବନେଶ୍ୱର…

ଏକ ଭଲ ହୃଦୟ, ଭଲ ମଣିଷ ତିଆରି କରେ: ଜିଗ୍‍ମେ ରିନ୍‍ପୋଚେ

କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଭୁବନେଶ୍ୱର : ଏକ ଭଲ ହୃଦୟ ଜଣେ ଭଲ ମଣିଷ ତିଆରି କରେ ବୋଲି ବିଶିଷ୍ଟ ବୌଦ୍ଧ ଧର୍ମ ଗୁରୁ ତଥା ରିପା ଅନ୍ତର୍ଜାତୀୟ କେନ୍ଦ୍ରର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତୃଲ୍‍ ଜିଗ୍‍ମେ ରିନ୍‍ପୋଚେ କହିଛନ୍ତି । ସୋମବାର କିସ୍‍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ…

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ନବରଙ୍ଗପୁରରୁ ଜିଲ୍ଲା ପ୍ରତିନିଧି ଅଶୋକ ସାହୁ:ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସି ୫୦ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା | ସେଥିମଧ୍ୟରୁ ସାତ ଗୋଟି…

ସରକାରୀ ଦଳର ମୁଖ୍ୟ ସଚେତକଙ୍କୁ ଓଷକଣାରେ ସମ୍ବର୍ଦ୍ଧନା

ଜଗତସିଂହପୁର/ସୁମନ୍ତ କୁମାର ଦାସ:ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ପଞ୍ଚାୟତ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଓଡିଶା ବିଧାନସଭା ର ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କୁ…

ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣୀ

ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ…

ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିୟୋଗ

ଗାଇସିଲାଟ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଅଧିନସ୍ଥ ଅଇଲାଭଟା ଗ୍ରାମର ବିଶିଷ୍ଚ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ବୈଷ୍ଣବ ସାହୁଙ୍କ(୮୦) ପରଲୋକ | ଶ୍ରୀମାନ ସାହୁ ତୈଲିକ ବୈଶ୍ୟ (ସାହୁ) ସମାଜର ଅଚଂଳ ସଭାପତି ଥିଲେ | ଗାଇସିଲାଟ ଅଚଂଳ ରେ ବେସ୍ ଲୋକ ପ୍ରିୟତା ଅର୍ଜନ…

ଡିଲର ସଙ୍ଘ ତରଫରୁ ବିଡ଼ିଓଙ୍କ ମାଧ୍ୟମରେ ସରକାରଙ୍କୁ ସାତଦଫା ଦାବି ପତ୍ର ପ୍ରଦାନ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ):  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ପିଡ଼ିଏସ ସାମଗ୍ରୀ ବଣ୍ଟନ କରୁଥିବା ସରକାରୀ ଡିଲର ସଂଘ ତରଫରୁ ଏକ ଶାନ୍ତି ପୂର୍ଣ୍ଣ ବିକ୍ଷୋପ ପ୍ରଦର୍ଶ କରାଯାଇଛି । ସମସ୍ତ ସରକାରୀ କୁଚୁରା ବିକ୍ରୟ କେନ୍ଦ୍ରର ଡିଲର ମାନେ ଏକତ୍ର ହୋଇ…

ବଡ ଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ନ୍ୟାୟ ଦାବି : ସିମୁଳିଆ ସାମ୍ବାଦିକମାନଂକ ତରଫରୁ ରାଜ୍ୟପାଳଙ୍କୁ…

ସିମୁଳିଆ ( ଅକ୍ଷୟ କୁମାର ଜେନା) ଦିନକୁ ଦିନ ସାମ୍ବାଦିକ ମାନଂକ ଅଵସ୍ଥା ଦୁର୍ବିସହ ହେବାକୁ ବସିଲାଣି। କଲମ ମୁନ କୁ ନିଜ ଅକ୍ତିଆର କୁ ନେବା ସହ ଶାଣିତ ଭାଷା କୁ କିଛି ମୁଷ୍ଟିମେୟ କଣ୍ଠ ରୋଧ କରି ବାରେ ଲାଗି ପଡିଛନ୍ତି। ଯିଏ ନିର୍ଭୁଲ ତଥ୍ୟ ଦେଲା ସେ ମଲା। ବଡ ଖବର ମୁଖ୍ୟ ସମ୍ପାଦକ…

ବରଗଡ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି: ଶୁଣାଣି ହେଲା ସମୁଦାୟ ୧୦୧ ଅଭିଯୋଗ

https://youtu.be/g7FA7Mf3DtE ସ୍କୁଲ ଜମି ଜବରଦଖଲ ଅଭିଯୋଗ ଉଠାଇଲେ ପାଇକମାଲ ନାଗରିକ କମିଟି ତିନିଜଣ ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକଲ ଓ ଜଣକୁ ଆଶା ବାଡ଼ି ପ୍ରଦାନ କଲେ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଆଜି ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଏକ…

ବଲାଙ୍ଗିର ସଦର ଥାନାରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପି ଦେଲେ ପ୍ରତିଶ୍ରୁତି

ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ସଦର ଥାନାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ହୋଇଥିବା ଜଣାପଡିଛି । ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଏସ୍‌ପି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବହୁ ଚର୍ଚ୍ଚିତ ବଲାଙ୍ଗିରର ଜମି ଦୁର୍ନୀତି ମାମଲା…