ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଂଚୋ ମଣ୍ଡଳ ବିଜେପି ର ଚତୁର୍ଥ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ହାଟଡିହି /ମକରଧ୍ୱଜ ଜେନା:-ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଂଚୋ ମଣ୍ଡଳ ବିଜେପି ର ଚତୁର୍ଥ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ହାଟଡ଼ିହିସ୍ଥ ଦଳୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆନନ୍ଦପୁର ବିଜେପି ର ନେତା ଆଲୋକ ସେଠି, ଜିଲ୍ଲା ସାଧାରଣ ସମ୍ପାଦକ…

ପୋଖରୀରେ ପଡ଼ି ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ।

ବାଲେଶ୍ଵର ଖଇରା (ବୁଲୁ ଲେଙ୍କା)ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ କଇଥଗଢିଆ ଗାଁରେ ପୋଖରୀରେ ପଡ଼ି ଜଣେ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ ଘଟିଛି।ଅନ୍ୟପଟେ ମହିଳାଙ୍କ ବାପ ଘରଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ଗତକାଲି ବିଳମ୍ବିତ ରାତିରେ କଇଥଗଢିଆ ଗାଁର ବୁଦ୍ଧଦେବ ପାତ୍ରଙ୍କ ପତ୍ନୀ ଜୟନ୍ତୀ…

ଟିଟିଲାଗଡ଼ ରେଳ ଜଙ୍କସନ ପାଇଲା ନୂଆ ପରିଚୟ

ପୂର୍ବତଟ ରେଳ ବାଇ ମଧ୍ୟରେ ପଶ୍ଚିମଓଡିଶା ର ପାଞ୍ଚ ଗୋଟି ରେ ପ୍ଲାଟଫର୍ମ ଟିଟିଲାଗଡ଼ ପାଇବାରେ ପ୍ରଥମ ଟିଟିଲାଗଡ଼.. ( ରଶ୍ମି ରେଖା ମହାପାତ୍ର ):ଇଷ୍ଟ କୋଷ୍ଟ ର ଦକ୍ଷିଣ ପୁର୍ବତଟ ରେଳବାଇ ର ଅଧୀନରେ ଥିବା ପଶ୍ଚିମ ଓଡିଶା ର ରେଳ ଷ୍ଟେସନ ମଧ୍ୟରୁ ଏକ ନୂଆ ପରିଚୟ ଲାଭ କରିଛି l ଟିଟିଲାଗଡ଼…

ଅସହାୟ ଙ୍କୁ ସାହା ହେଉଛି ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ

ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରୁଛି ଅନୁଷ୍ଠାନ ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର: କଥାରେ ଅଛି ନର ସେବା ହିଁ ନାରାୟଣ ସେବା l ଗରିବ ଲୋକଙ୍କ ପେଟରେ ଦୁଇ ମୁଠା ଆହାର ଯୋଗାଇ ଦେବା ପାଇଁ ଆଗେଇ ଆସିଛି ଟିଟିଲାଗଡ଼ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାରୱାଡି ଯୁବା ମଞ୍ଚ ଟିଟିଲାଗଡ଼ ଶାଖା l…

ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଖସିଲା ମାଟି ଅତଡ଼ା , ଅଳ୍ପକେ ବର୍ତ୍ତିଲା ଗାଁ ଲୋକଙ୍କ ଜୀବନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଲଗାଣ ବର୍ଷା ଯୋଗୁଁ ପାହାଡରୁ ଖସିଲା ମାଟି ଅତଡ଼ା । ଏଥିରୁ ଅଳ୍ପକେ ବର୍ତ୍ତୀ ଯାଇଛି ଗାଁ ଲୋକଙ୍କ ଜୀବନ , ଏଭଳି ଘଟଣା ଦେଖା ଦେଇଛି ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ କଳାକୋଟ ପଞ୍ଚାୟତର ପାହାଡ଼ ଘେରା ଜଙ୍ଗଜଙ୍ଗଲ…

ରାଜବୋଡାସମ୍ବର କୄଷକ ସଙ୍ଗଠନର ଆହ୍ୱାନ କ୍ରମେ ସୋମବାର ପଦ୍ମପୁର ଉପଖଣ୍ଡ କୁ ବନ୍ଦ ଡାକରା

ପଦ୍ମପୁର(ଶାସକପ୍ରଶାସକ)- ଫସଲବୀମା ପ୍ରଦାନ ତଥା ଏଚଡିଏଫସି ବୀମା କମ୍ପାନୀର ଟାଲଟୁଲ ନିତି କୁ ବିରୋଧ କରି ରାଜବୋଡାସମ୍ବର କୄଷକ ସଙ୍ଗଠନର ଆହ୍ୱାନ କ୍ରମେ ଆସନ୍ତା ୧୮/୦୭/୨୦୨୨ ସୋମବାର ପଦ୍ମପୁର ଉପଖଣ୍ଡ କୁ ବନ୍ଦ ଡାକରା ଦେଇଛି କୄଷକ ସଂଗଠନ । ବିଜେପୁର ବ୍ଳକର ବିଭିନ୍ନ ସ୍ଥାନରେ ରାସ୍ତା…

ବାଇକ ଚୋରି ରାକେଟ ର ପର୍ଦାଫାଶ କଲା ପୋଲିସ

ଭଦ୍ରକ,ସୀତାକାନ୍ତ ପାଢ଼ୀ :ଗତ ତା ୨୨.୦୬.୨୦୨୨ ରିଖ ସମରାଇପୁର ର କଲ୍ୟାଣ ନଗର ର ଅଜୟ କୁମାର ମଲ୍ଲିକ ଙ୍କ Hero Passion Pro ମଟର ସାଇକେଲ ଯାହାର ନୋ OR22E1221 ଗାଡି ଟି ଚୋରୀ ହୋଇଯାଇଥିଲା | ଥାନା ରେ ରିପୋର୍ଟ ହେବା ପରେ ଉକ୍ତ କେଶ ର ତଦନ୍ତ ସମୟରେ ଉକ୍ତ ଚୋରୀ ଗାଡି ଟି ଟାଉନ ଥାନା…

ଘରକାର୍ଯ୍ୟ ବାବଦକୁ ଟଙ୍କା ପାଇବା ନେଇ ବିଧବା ମହିଳାଙ୍କୁ ହଇରାଣ କରୁଥିବା ଅଭିଯୋଗ.

ଭଦ୍ରକ, ସୀତାକାନ୍ତ ପାଢ଼ୀ -:ଭଦ୍ରକ ଜିଲ୍ଲା ପ୍ରାଚୀନଗର, କବଲ୍ୟ ମାର୍ଗ ଗ୍ରାମର ଶ୍ରୀମତି ଆଲୋକପ୍ରଭା ପୃଷ୍ଟି ତାଙ୍କର ସ୍ଵାମୀ ପ୍ରଫୁଲ୍ଲ କୁମାର ପୃଷ୍ଟି ଙ୍କ ନିଜ ଘର କାର୍ଯ୍ଯ ଚାଲୁ ରହିଥିଲା ।ସେକ୍ କଲିମୁଦିନ ନାମକ ଏକ ଲୋକ ସେହି ଘର କାର୍ଯ୍ୟ କରିଆସୁ ଥିଲେ । କିନ୍ତୁ ଘର କାର୍ଯ୍ୟ…

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସଂସ୍କୃତି ଓ ପରମ୍ପରା କୁ ପ୍ରଚାର ପ୍ରସାର କରିବା ପାଇଁ ପୂଜ୍ୟ ପୂଜା ପକ୍ଷରୁ…

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ପ୍ରସିଦ୍ଧ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ସ୍ଥିତ ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ପୂଜ୍ୟ ପୂଜା ଓଡ଼ିଶା ଭୁବନେଶ୍ୱର ପକ୍ଷରୁ ମହାପ୍ରଭୁ ବଳଦେବଜୀଉଙ୍କ ସଂସ୍କୃତି କୁ ସାରା ଓଡ଼ିଶାରେ ପ୍ରଚାର…

ରୋଟାରୀ କ୍ଳବ ଭୂବନେଶ୍ୱର ପକ୍ଷରୁ ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ ହେଲେ ପଦ୍ମପୁରର ନବୁ ।

ପଦ୍ମପୁର(ଶାସକପ୍ରଶାସକ)-ରୋଟାରୀ କ୍ଳବ ଅଫ ଭୂବନେଶ୍ୱର ୟୁନିକର ଅଧିଷ୍ଠାନ ଦିବସ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ହୋଟେଲ ସ୍ବସ୍ତି ଗ୍ରାଣ୍ଡରେ ପାଳିତ ହୋଇଯାଇଛି । ଏହି ଅବସରରେ ନାଲକୋର ମହାପ୍ରବନ୍ଧକ ଆଶୁତୋଷ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି ଅବସରରେ ସମାଜର ବିକାଶ ପାଇଁ ବିଭିନ୍ନ…