ବର୍ତ୍ତମାନ ୨୪ ଘଣ୍ଟା ଉଡ଼ିପାରିବ ତିରଙ୍ଗା, ଫ୍ଲାଗ୍ କୋଡ୍ ସଂଶୋଧନ ସୁଦୂରପ୍ରସାରୀ : ନବୀନ ଜିନ୍ଦଲ

ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ଏହା ଦେଶବାସୀଙ୍କୁ ସରକାରଙ୍କ ବଡ ଉପହାର: ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଭୁବନେଶ୍ବର / ନୂଆଦିଲ୍ଲୀ, - ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ପ୍ରତୀକ ତିରଙ୍ଗାକୁ ଉତ୍ତୋଳନ କରିବାର ଅଧିକାର ଜନସାଧାରଙ୍କୁ ପ୍ରଦାନ କରିଥିବା ଶ୍ରୀ ନବୀନ ଜିନ୍ଦଲ ଭରତ…

ପୁଣି ମାନବିକତା ଓ ସହୃଦୟତା ପ୍ରଦର୍ଶନ କଲେ ଓଡିଶା ସରକାର

ନବି ମୁମ୍ବାଇ ମହାନଗର ନିଗମର 61 ଲକ୍ଷ ଟଙ୍କା ଛାଡ଼ କଲେ କୋଭିଡରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତର ମାନଙ୍କ ରହଣି ବାବଦ ଦେୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶରେ ଛାଡ ପ୍ରଥମ ଲହରିରେ ମଧ୍ୟ 2 କୋଟି ଟଙ୍କା ଛାଡ଼ ହୋଇଥିଲା…

“ଆଈ ଲଭ୍ ବାରୁଡା” ଉନ୍ମୋଚିତ

ଭଞ୍ଜନଗର : ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ା ଛକ ଠାରେ ମୋ ପ୍ରିୟ ବାରୁଡ଼ା ସ୍ମାରକୀ ଉନ୍ମୋଚନ ହୋଇଯାଇଛି। ବିକାଶ ପରିଷଦ ବାରୁଡ଼ା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ…

ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟର ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟ ପରିଚାଳନା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ସଭାଗୃହ ପରିସରରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱ…

ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନ ଅଭିଯୋଗ ଶୁଣାଣି

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତିର୍ତ୍ତୋଲ ବ୍ଲକ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର…

ତୁରନ୍ତ ମେଡ଼ିକାଲ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ; ଉତ୍କଳ ସାମ୍ବାଦିକ ସଂଘ

ଭଞ୍ଜନଗର/ନିଲୁ ବିଷୋୟୀ: ଦୀର୍ଘ ଦିନ ହେଲା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି।ଏବେ ପୁଣି ଏକ ସଙ୍ଗେ ୩ଜଣ ଡାକ୍ତରଙ୍କ ବଦଳି ଯୋଗୁଁ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି।ଏହି ଡାକ୍ତରଖାନା ଉପରେ ଗଞ୍ଜମ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ବହୁ…

କିସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟ ଉତ୍ସବ

ରାଷ୍ଟ୍ରପତିଙ୍କ ଜ୍ୱାଇଁ କିସ୍‍ର ଓ ପୁତ୍ର କିଟ୍‍ର ଆଲୁମନି  ଭୁବନେଶ୍ୱର, : ଦେଶର ପଞ୍ଚଦଶ ରାଷ୍ଟପ୍ରତି ଭାବେ ଓଡ଼ିଶା ମାଟିର ଗର୍ବ ଓ ଗୌରବ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ବିଶ୍ୱର ସର୍ବବୃହତ ଜନଜାତି ଶିକ୍ଷାନୁଷ୍ଠାନ କିସ୍‍ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ସୋମବାର…

ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଭୀମ ଭୋଇଙ୍କ ପ୍ରସିଦ୍ଧ ଉକ୍ତି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି – ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର– ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରସିଦ୍ଧ ଉକ୍ତି “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି…

ନିଃସନ୍ତାନ ଦମ୍ପତିଙ୍କୁ ପିତାମାତା ହେବାର ସୁଯୋଗ ପ୍ରଦାନ କରୁଛି କିମ୍‍ସ

କିମ୍‍ସରେ ବିଶ୍ୱ ଆଇଭିଏଫ୍ ଦିବସ ଭୁବନେଶ୍ୱର: କିମ୍‍ସରେ ସୋମବାର ବିଶ୍ୱ ଆଇଭିଏଫ୍ ଦିବସ ପାଳିତ ହୋଇଯାଇଛି । ୧୯୭୮ରେ ବିଶ୍ୱର ପ୍ରଥମ ଟେଷ୍ଟଟ୍ୟୁବ୍ ଶିଶୁ ଲୁଇସ୍ ବ୍ରାଉନ୍‌ଙ୍କ ଜନ୍ମକୁ ପାଳନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୫ ତାରିଖରେ ବିଶ୍ୱ ଆଇଭିଏଫ୍ ଦିବସ ପାଳନ କରାଯାଏ । ୨୦୧୭ ମସିହା…

ଜିଲ୍ଲାପାଳଙ୍କର ଫଇସଲା ଅନ ଦ ସ୍ପଟ

ଅଭିଯୋଗ ଶୁଣାଣି କାର୍ଯକ୍ରମରୁ ସିଧା ଥାନାକୁ ଗଲେ ଦୁଇ ଅଧିକାରୀ ରେକର୍ଡ 171 ଅଭିଯୋଗ ର ଶୁଣାଣି କଲେ ଜିଲ୍ଲାପାଳ ବରଗଡ :- ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଆଜି ଜିଲ୍ଲା ସ୍ଥାରୀୟ ଅଧିକାରୀ ତଥା ସ୍ଥାନୀୟ ଅଧିକାରୀ ମାନଙ୍କ ସହିତ ଝାରବନ୍ଧ ବ୍ଲକ ରେ ଅଭିଯୋଗ ଶୁଣାଣି କରିଥିଲେ…