ପୌରପାଳିକାର ଆର୍ଥିକ କାରବାରକୁ ନେଇ ବିଜେପିର ପ୍ରଶ୍ନବାଣ

ପୌରାଧ୍ୟକ୍ଷା ରାନୀ ହାତୀଙ୍କୁ ୧୦ ପ୍ରଶ୍ନ, ନିରପେକ୍ଷ ତଦନ୍ତ ଦାବି ଝାରସୁଗୁଡ଼ା : ଝାରସୁଗୁଡ଼ା ପୌରପାଳିକାରେ କଥିତ ଆର୍ଥିକ ଅନିୟମିତତା ଓ ଅର୍ଥ ହେରଫେର ଅଭିଯୋଗକୁ ନେଇ ବିଜେପି ପକ୍ଷରୁ ପୌରପାଳିକାର ସ୍ୱଚ୍ଛତା ଓ ଆର୍ଥିକ ପରିଚାଳନା ଉପରେ ପ୍ରଶ୍ନ ଉଠାଯାଇଛି। ଏନେଇ ଝାରସୁଗୁଡ଼ା

ହାଟଡ଼ିହି ବିଇଓ ରାଜୀବ କୁମାର ଦଳାଇ ନିଲମ୍ବିତ

ଏସଆଇଆର କାର୍ଯ୍ୟରେ ଅବହେଳା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେନ୍ଦୁଝର,ତା୧୦/୯- କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ କୁମାର ଦଳାଇଙ୍କୁ କାର୍ଯ୍ୟରୁ ନିଲମ୍ବିତ  କରାଯାଇଛି। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଦ୍ୟାଳୟ ଓ

ପ୍ରଥମ ଜିଲ୍ଲାସ୍ତରୀୟ ଭାରଚୁଆଲ ଟାଇକୋଣ୍ଡ ପ୍ରତିଯୋଗିତା ।

କେନ୍ଦ୍ରାପଡା:10,09,26(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ପ୍ରଥମ ଜିଲ୍ଲାସ୍ତରୀୟ ଭାରଚୁଆଲ ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ନିଞ୍ଜା ଟାଇକୋଣ୍ଡ ଏକାଡେମୀ ଓ ସିଙ୍ଘମ ଟାଇକୋଣ୍ଡ

ନିଜ ଜନ୍ମମାଟି ପରିଦର୍ଶନ କଲେ ନରସିଂହ

ଛତାମଖନା ଏକ ଆଦର୍ଶ ଗ୍ରାମରେ ପରିଣତ କରାଯିବ - ନରସିଂହ ଅସ୍ପୃଶ୍ୟତା ଓ ଭେଦଭବ ହେଉଛି ସମାଜର ବଡ ବ୍ୟାଧି ବଲାଙ୍ଗିର,୧୦/୯ - ନିଜ ଜନ୍ମ ମାଟି ପ୍ରତି ଗଭୀର ଆବେଗ ଓ ଆତ୍ମୀୟତା ର ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ପୁଇଁତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମରେ । ପୂର୍ବତନ ଆଇନମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ କହି ଠିକାଦାରଙ୍କୁ ନାଲିଆଖି !!!

ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଠିକାଦାରଙ୍କ ବିଲ ଟଙ୍କା ହଡ଼ପ କରିନେଲେ କେନ୍ଦୁଝର, ତା୧୦/୯- କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ରହିଥିଵା ଆଇଟିଡିଏ ଅଫିସ ବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ପ୍ରଶାସକ, କେନ୍ଦୁଝରଙ୍କ କାର୍ଯ୍ୟାଳୟ ନାଆଁରେ

ମା ଗଜଲକ୍ଷ୍ମୀ ଙ୍କ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ମା ଗଜଲକ୍ଷ୍ମୀ ଙ୍କ ପୂଜା ସକାଶେ ଏକ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ କଲେଜ ନିକଟ କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ

କ୍ଲାସ୍‌ରୁମ୍‌ରେ ନିଶା ସେବନ ଅଭିଯୋଗ, ପ୍ରଧାନ ଶିକ୍ଷକ ନିଲମ୍ବିତ ।

କେନ୍ଦ୍ରାପଡା:10,09,26(ପ୍ରଫୁଲ୍ଲ କୁମାର ମଲ୍ଲ) ବିଦ୍ୟାଳୟର ଶ୍ରେଣୀଗୃହ ଭିତରେ ନିଶା ସେବନ କରିବା ଏବଂ ପରେ କବାଟ ବନ୍ଦ କରି ଶୋଇପଡ଼ିବା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଶିକ୍ଷା ବିଭାଗ ଅଧୀନ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ

ଭୋଟର ତାଲିକାରୁ ନାମ ବାଦ୍‌ ଅଭିଯୋଗ: କୋଲାବିରାରେ ବିଜେଡିର ବିଶାଳ ପ୍ରତିବାଦ ରାଲି

ଝାରସୁଗୁଡ଼ା, ୧୦/୯: ଭୋଟର ତାଲିକାରୁ ବୈଧ ଭୋଟରଙ୍କ ନାମ ଉଦ୍ଦେଶ୍ୟମୂଳକ ଭାବେ ବାଦ୍‌ ଦିଆଯାଉଥିବା ଏବଂ ଜାଲିଆତି ମାଧ୍ୟମରେ ଆପତ୍ତି ଦାଖଲ କରାଯାଉଥିବା ଅଭିଯୋଗ କରି କୋଲାବିରାରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଛି। ପୂର୍ବତନ ବିଧାୟିକା ଦୀପାଳି

ବିସ୍ଥାପିତଙ୍କ ଦାବିକୁ ମିଳିଲା ଗୁରୁତ୍ୱ, ଆର୍‌ପିଡିଏସି ବୈଠକରେ ଅନେକ ପ୍ରସ୍ତାବ ଗୃହୀତ

ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଗ୍ରାମବାସୀଙ୍କ ଭବ୍ୟ ସମ୍ବର୍ଦ୍ଧନା ଝାରସୁଗୁଡ଼ା, ୧୦/୯: ସମ୍ବଲପୁର ଆର୍‌ଡିସି କାର୍ଯ୍ୟାଳୟରେ ଏନ୍‌ଏଲ୍‌ସି କମ୍ପାନୀ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଆର୍‌ପିଡିଏସି ବୈଠକ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର

ଗୁଣାତ୍ମକ ଓ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ

ଅଲଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ