କାଶିପୁର ବ୍ଲକ ରେ ଏକ ନିଆରା ଢଙ୍ଗରେ ପାଳିତ ହେଉଛି ଦୀଆଲ୍ ପରବ ଭେଟଘାଟ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ଡମ୍ ସମାଜ ର ପରମ୍ପରା ଦିଆଲ୍ ପରବ ଭେଟଘାଟ 2022 ଆଜି ଏକ ନିଆରା ଢଙ୍ଗରେ ପାଳନ କରା ଯାଇଥିବା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ନିକଟସ୍ଥ ଡ଼ି. କୋରଳ ଦଶହରା ପଡିଆ ଠାରେ ଆଜି ଏକ ନିଆରା ଢଙ୍ଗରେ ଡମ ପରମ୍ପରା ଅନୁଯାୟୀ ଦିଆଲ ପରବ…