ଓଜେଏସ୍ ପରୀକ୍ଷାରେ କିସ୍ ଛାତ୍ରଙ୍କ ସଫଳତା
ଭୁବନେଶ୍ୱର: ପ୍ରଥମ ଥର ଲାଗି କିସର ଛାତ୍ର ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ୨୦୨୧ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ ମୋଟ ୫୦ ଜଣ କୃତକାର୍ଯ୍ୟ…