ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବରଗଡ : ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳ ସ୍ଵେଛାକୃତ ରକ୍ତ ଦାନ ଶିବିର ଓ "ଗୋଟିଏ ଗଛ କୋଟିଏ ଜୀବନ" ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ମହିଳା ଜନତା ଦଳ ର ସଭାନେତ୍ରୀ ଶ୍ରୀମତୀ ନୀଳକୁମାରୀ ନାଏକଙ୍କ…