ସ୍କୁଲରେ ପଶିଲା ପାଣି , ବାତିଲ ହେଲା ଫରମେଟିଭ ଆସେସମେଣ୍ଟ ପରୀକ୍ଷା

ଭଦ୍ରକ : (ସତ୍ୟବ୍ରତ ନାୟକ)ବାତିଲ ହେଲା ପରୀକ୍ଷା । ବନ୍ୟା ପାଣି ପାଇଁ ବାତିଲ ହେଲା ଫରମେଟିଭ୍‌ ଆସେସମେଣ୍ଟ ପରୀକ୍ଷା । ଦୀର୍ଘ ସମୟ ଧରି ଠିଆ ହେବା ପରେ ଫେରିଗଲେ ଛାତ୍ରଛାତ୍ରୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ ଦେଖିବାକୁ ମିଳିଛି ଏମିତି…

ମାଛ ତରକାରୀ ରାନ୍ଧିଲାନି ବୋଲି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

 ଭଦ୍ରକ: (ସତ୍ୟବ୍ରତ ନାୟକ)ଏଭଳି ଅଭାବନୀୟ ଘଟଣ ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଈଶ୍ବରପୁର ଗାଁରେ,  ଗତ ୧୪ ତାରିଖ ସନ୍ଧ୍ୟାରେ । ମୃତା ଶଶଧର ମଳିକଙ୍କ ସ୍ତ୍ରୀ ସୀତାମଣି ମଳିକ ବୋଲି ଜଣା ଯାଇଛି। ଶଶଧର ବାହାର ରାଜ୍ୟରେ କାମଧନ୍ଦା କରେ। ରବିବାର ଘରକୁ…

ଫ୍ରାଙ୍କଲିନ ଟେମ୍ପ୍‍ଲେଟନ ଓଡ଼ିଶାରେ ପ୍ରଚଳନ କଲା ଫ୍ରାଙ୍କଲିନ୍‍ ଇଣ୍ଡିଆ ବାଲାନ୍ସଡ୍‍ ଆଡଭାଣ୍ଟେଜ ଫଣ୍ଡ୍‍…

ଭୁବନେଶ୍ୱର: ଫ୍ରାଙ୍କଲିନ୍‍ ଟେମ୍ପ୍‍ଲେଟନ (ଇଣ୍ଡିଆ) ‘ଫ୍ରାଙ୍କଲିନ୍‍ ଇଣ୍ଡିଆ ବାଲାନ୍ସଡ୍‍ ଆଡଭାଣ୍ଟେଜ ଫଣ୍ଡ୍‍ (ଏଫଆଇବିଏଏଫ୍‍)’ ନାମରେ ଏକ ଓପନ-ଏଣ୍ଡେଡ ଡାଇନାମିକ୍‍ ଆସେଟ ଆବଣ୍ଟନ ଫଣ୍ଡ୍‍ ଓଡ଼ିଶା ବଜାରରେ ପ୍ରଚଳନ କଲା । ଏହି ଫଣ୍ଡ୍‍ ଇକ୍ୱିଟି ଏବଂ ଇକ୍ୱିଟି ସମ୍ପର୍କିତ ଉପାଦାନ ଏବଂ…

ଡଅଁର ସେବାସମବାୟ ସମିତି ପକ୍ଷରୁ ସ୍ବାଧିନତା ଦିବସ ପାଳିତ

ହାଟଡିହି (ମକର ଧ୍ୱଜ ଜେନା) କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ଡଅଁର ସେବା ସମବାୟ ସମିତିଲିଃ ରେ ୭୬ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି।ସମିତି ସମ୍ପାଦକ ଉମାକାନ୍ତ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଟିତ କାଯ୍ର୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡଅଁର ସମବାୟ ସମିତିର ନିର୍ଦେଶକ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନୂଆଗଡ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଉଭୟ କେନ୍ଦ୍ର ଓ…

ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ପକ୍ଷରୁ ତାଲିମ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ମୋହନା , ଉଦ୍ୟାନ କୃଷି ବିଭାଗ ଓ ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ''ସକାଳ'' ସଂସ୍ଥାର ମିଳିତ ସହଯୋଗରେ ମୋହନା ବ୍ଲକ ଅନ୍ତର୍ଗତ କରଚବାଡି ପଞ୍ଚାୟତ ଅଧିନ ୬ଖଣ୍ଡ ଗ୍ରାମର…

ମେଲଛାମୁଣ୍ଡା ଅଂଚଳରେ ଉଡିଲା ତ୍ରିରଙ୍ଗା

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଅଂଚଳରେ ୭୬ତମ ସ୍ୱାଧିନତା ଦିବସ ଝିପି ଝିପି ବର୍ଷା ସତ୍ୱେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବ ଦିନ ନୂଆପାଲିସ୍ଥିତ ନବପ୍ରଭାତ ଆଶ୍ରମ ଏବଂ ସ୍ଥାନୀୟ ହନୁମାନ କ୍ଳବର ମିଳିତ ସହଯୋଗରେ ୫୦୦ମିଟର…

କିଟ୍ ଓ କିସ୍‌ରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, : କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍‌ରେ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କିସ୍‍ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଫ୍‍ଆଇଭିବିର ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇଥିଲେ। ଏଥିରେ କିଟ୍‍ ଓ କିସ୍‍…

ଜଗତସିଂହପୁର ଜିଲ୍ଲାରେ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି

ଜଗତସିଂହପୁର/ସୁମନ୍ତ କୁମାର ଦାସ: ମହାନନ୍ଦୀର ଉପରମୁଣ୍ଡ ଓ ତଳିଆ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରୁ ମହାନନ୍ଦୀ ଓ ଏହାର ଶାଖା ନନ୍ଦୀ ବିଲୁଆଖାଇ,ଦେବୀନଦୀ, ପାଇକା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି l ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ପ୍ରତ୍ୟକ୍ଷ…

ବନ୍ୟାଞ୍ଚଳରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ମହାନଦୀ, ଦେବୀ ନଦୀ, ସଂଖେଶ୍ୱର , ପାଇକା ଆଦି ନଦୀ ଗୁଡିକରେ ବନ୍ୟାଜଳ ଆସିବା ଯୋଗୁ 5 ଟି ବ୍ଲକ ଯଥା- ବିରିଡ଼ି,ତିର୍ତ୍ତୋଲ, ବାଲିକୁଦା, କୁଜଙ୍ଗ ଓ ରଘନାଥପୁର ବ୍ଲକର ପାଖାପାଖି 12 ଟି ଗ୍ରାମ ପଞ୍ଚାୟତର 15 ଟି ଗ୍ରାମ ଜଳମଗ୍ନ ହୋଇଅଛି। ଯାହାଫଳରେ 6125…