ଜଗତସିଂହପୁରଠାରେ ରାଜସ୍ୱମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା

ଜଗତସିଂହପୁର/ସୁମନ୍ତ କୁମାର ଦାସ:  ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଦିନିକିଆ ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ଆସି ନାଉଙ୍ଗା ବ୍ଲକ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି l ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ…

ବନ୍ୟା ଆଳରେ ଚାଲିଛି ବେଆଇନ କାମ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପ୍ରବଳ ମାତ୍ରାରେ ହେବାରୁ ଚାରିଆଡେ ବିଲ, ପାଣି, ପୋଖରୀ, ନଦୀ, ନାଳରେ ବର୍ଷା ଜଳ ଭରପୁର ହୋଇରହିଛି l ହୀରାକୁଦରେ ଚାଳିଶି ଗେଟ ଖୋଲାଯିବାରୁ ଅଧିକାଂଶ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି l ଏଥିରେ ଜଗତସିଂହପୁର…

ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ରଙ୍କ ବନ୍ୟା ପରିଦର୍ଶନ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ନାଉଁଗା ବ୍ଲକ ଗଜରାଜପୁର ପଞ୍ଚାୟତ ଅନ୍ତର୍ଗତ ତୁମ୍ବେଶ୍ୱର ସ୍ଥିତ ଦେବୀ ନଦୀ ର ଦୁର୍ବଳ ଥିବା ବନ୍ଧ କୁ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଗ୍ରସ୍ତ କରି ସମସ୍ୟା ସମ୍ପର୍କରେ ଜନସାଧାରଣ ମାନଙ୍କ ସହିତ ଆଲୋଚନା କରିଛନ୍ତି lଜଗତସିଂହପୁର ବ୍ଲକ…

ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଅର୍ନ୍ତଭୂକ୍ତିକରଣ ଶିବିର

ଭଞ୍ଜନଗର, : ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅର୍ନ୍ତଭୂକ୍ତିକରଣ ବିଭାଗ ପକ୍ଷରୁ ବେଲଗୁଣ୍ଠା ବ୍ଳ ସମ୍ମିଳନୀ କକ୍ଷରେ ସମସ୍ତ ସୟଂ ସହାୟକ ସଂଘର ସଦସ୍ୟା ଓ ଅଙ୍ଗନଓ୍ୱାଡ଼ି କର୍ମୀ ମାନଙ୍କୁ ନେଇ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଶୀପୁର ରେ ପୁଣି ମୁଣ୍ଡ ନେଲା କଲେରା ମୃତ୍ୟୁ ସଂଖ୍ୟା 16 ରେ ପହଁଚିଲା

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକ ରେ ଦେଢ ମାସ ହେଲାଣି କଲେରା କଲ ବଲ କଲାଣି ହେଲେ ବି ପ୍ରଶାସନ ର ସମସ୍ତ ଉଦ୍ୟମ ସତ୍ୱେ ବି ନିୟନ୍ତ୍ରଣ ରେ ଆସୁନି କଲେରା, କାଶୀପୁର ବ୍ଲକ ରେ କଲେରା ବ୍ୟପିବାର ମୁଖ୍ୟ କାରଣ ହେଉଛି ପିଇବା ପାଣି |ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ…

ଆଜି ବନ୍ୟାଞ୍ଚଳ ପରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ | ମୁଖ୍ୟମନ୍ତ୍ରୀ ଙ୍କ ସହିତ ତାଙ୍କ ସଚିବ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟା…

ଜିଲ୍ଲା ରେଡ଼କ୍ରସ ସଂସ୍ଥା ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

-ପାଣ୍ଠି ସଂଗ୍ରହ ଓ ଆଜୀବନ ସଦସ୍ୟତା ଗ୍ରହଣ କୁ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ  ସୁବର୍ଣ୍ଣପୁର( ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ସଂସ୍ଥା ତରଫରୁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଳା ରେଡ଼କ୍ରସର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି…

“ସରକାର ବନ୍ୟାର ସ୍ଥିତି ସମ୍ପର୍କରେ ସଜାଗ ଅଛନ୍ତି”

ଭୁବନେଶ୍ୱର: ବର୍ତ୍ତମାନର ବନ୍ୟା ପରିସ୍ଥିତି ସମ୍ପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ସମୀକ୍ଷା କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବିଜୟ ମିଶ୍ର ଓ ଅନ୍ୟ…

ଉଦାରତା ଦେଖାଇ ଲୋକଙ୍କୁ ସହଯୋଗର ହାତ ବଢାଇଲେ ଭୋଜରାଜ

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଶ୍ରୀ ଭୋଜରାଜ ସିଂ ବାରିହା ପୁଣି ଉଦାରତା ଦେଖାଇ ଅସହାୟ ଲୋକଙ୍କୁ ସାହାଯ୍ୟ ର ହାତ ହାତବଢାଇଛନ୍ତି । ମିଳିଥିବା ସୂଚନା ମୁତାବକ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମର ସ୍ନେହଳତା ବେହେରା ,ବଡ ବାରିକ , ସୁମିତ୍ରା ବାରିହା…

ଚବିଶ ଘଣ୍ଟା ଭିତରେ ଧରା ହେଲା ଚୋର : ଉଦ୍ଧାର ହେଲା ଚୋରି ହୋଇଥିବା ସୁନା

https://youtu.be/UmO1y4Ikk9Y ବରଗଡ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ଥାନାରେ ଗତ କାଲି ଲୁହୁରାଚଟି ଗ୍ରାମର ମୋହନ ରାଉତିଆ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ସେମାନେ ଦିନ ସାଢେ ଏଗାର ଟା ସମୟରୁ ଦେଢ଼ ଟା ଭିତରେ ଘରେ କେହି ନଥିବା ସମୟରେ ତାଙ୍କ ଘର ଭିତରେ ଥିବା ଆଲମାରୀ…