ମରଣ ଯନ୍ତା ପାଲଟିଛି ରାୟଗଡ ଫ୍ଲାଏ ଓଭର ବ୍ରିଜ : ଏହାର ସ୍ଥାୟୀ ସମାଧାନ କରିବାକୁ ଦାବୀ କରିଛି ରାୟଗଡ ଜିଲ୍ଲା ବିକାଶ…

ରାୟଗଡ/ସରୋଜ ସାହୁ  : ରାୟଗଡ ସହର ମଧ୍ୟ ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ ଉପରେ ଥିବା ଫ୍ଲାଏ ଓଭର ବ୍ରିଜଟି ଶୋଚନୀୟ ଅବସ୍ଥାର ସ୍ଥାୟୀ ସମାଧାନ ନିମନ୍ତେ ଦାବୀ ଜଣାଇ ରାୟଗଡ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ ବିସ୍ତୃତ ଖବରରୁ ପ୍ରକାଶ ଯେ, ୩୨୬ନଂ…

ନୃସିଂହନାଥ ମଠରେ ଭାଗବତ ପାରାୟଣ ଉଦଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ ( ନୃସିଂହନାଥ ମଠ) ରେ ସପ୍ତାହ ବ୍ୟାପି ଚାଲିଥିବା ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ଉଦଯାପିତ ହୋଇଯାଇଛି। ଏହି ଶ୍ରୀମଦ୍ ଭାଗବତ ପାରାୟଣ ଦୀର୍ଘ ୧୧ ମାସ ଧରି ଶ୍ରୀ ମହନ୍ତ ମୋଦନ…

ଗଣଶିକ୍ଷାମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଏବଂ ରିଲିଫ୍ ଉର୍ଦ୍ଧାର କାର୍ଯ୍ୟ ସମୀକ୍ଷା

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ଆସି କୁଜଙ୍ଗ ବ୍ଲକର ବନ୍ୟାଞ୍ଚଳ ଜିଲ୍ଲାନାସୀ ପଞ୍ଚାୟତର ସହାରଡ଼ିଆ, ବରିହାଦିହା, ତେନ୍ତୁଳିଆ, ଖମାର ପ୍ରଭୁତି ପରିଦର୍ଶନ କରି ଗ୍ରାମବାସୀଙ୍କ ସୁବିଧା ଅସୁବିଧା…

ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

ସାରସକଣା/ ଦିପୁ ମହାପାତ୍ର -ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସାରସ କଣା ନୋଡାଲ ସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରାଜ୍ୟଶୋଭା ସାଂସଦ ମମତା ମହାନ୍ତ , ସାରସକଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ବୁଢାନ ମୁର୍ମୁ, ବ୍ଲକ ଅଧଖ୍ୟା ତୁଳସୀ ସିଂ ,…

ପିଲାଙ୍କୁ ପାଠ ପଢ଼ାଇଲେ ସହକାରୀ ଜିଲ୍ଲାପାଳ

https://youtu.be/EWnm-nZoaBo ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଜିଲ୍ଲାପାଳଙ୍କ ଶିକ୍ଷାଦାନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଠାରେ ବିଦ୍ୟାଳୟର…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କର୍ମୀ l

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କୁ 7ଟି ଜିଲ୍ଲା ର ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ ମାହାଙ୍ଗା (ଦେବେନ୍ଦ୍ର ଷଡ଼ଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ, ବିକାଶମୁଖୀ ଶାସନ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା…

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସ୍କୁଲ ପରିଦର୍ଶନ କଲେ ବିଧାୟକ

ଭଦ୍ରକ, ସୀତାକାନ୍ତ ପାଢ଼ୀ -;ଭଦ୍ରକ ଜିଲ୍ଲା ଚରମ୍ପା 5 ନମ୍ବର ୱାର୍ଡ ରେ ନୂତନ କରି 5t ରେ ଅନ୍ତର୍ଭୁକ୍ତ ହୋଇଥିବା RCBL ଉଚ୍ଚ ବିଦ୍ୟାଳୟ ପରିଷରରେ ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ବନ୍ଧ ଙ୍କ ନେତୃତ୍ୱରେ ବିଜୁଜନତା ଦଳ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ ।

ପଦ୍ମପୁର (ଶାସକପ୍ରଶାସକ)-ମଙ୍ଗଳବାର ଅପରାହ୍ନ ପ୍ରାୟ ତିନିଟା ସମୟ ରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ଭାରତ ର ସ୍ଵାଧୀନତା ସଂଗ୍ରାମ ରେ ଓଡ଼ିଶା ର ଅବଦାନ ଓ ଗାନ୍ଧିଜୀଙ୍କ ପ୍ରଭାବ ଉପଲକ୍ଷେ ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକ ଙ୍କ ସଭାପତିତ୍ବ ରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ…

ନରସିଂହଙ୍କ ଭୀମ ଭୋଇ ମେଡିକାଲ କଲେଜ ପରିଦର୍ଶନ

ପୁର୍ତ୍ତ, ବିଜୁଳି ଓ ଜନସ୍ୱାସ୍ଥ୍ୟ ଯନ୍ତ୍ରୀଙ୍କୁ ନେଇ ସମସ୍ୟା ସମ୍ପର୍କରେ ଆଲୋଚନା ବଲାଙ୍ଗିର, - ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ରେ ବିଜୁଳି, ପାଣି ଓ ଅନ୍ୟାନ୍ୟ ଭିତ୍ତିଭୂମି ରେ ଥିବା ସମସ୍ୟା ସବୁର ସମାଧାନ କରିବା ପାଇଁ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଲେଜ ପରିସରରେ…

ବାଲେଶ୍ୱରର ବନ୍ୟା ସ୍ଥିତିକୁ ଦେଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ

 ବନ୍ୟା ପରିସ୍ଥିତି ମନୁଷ୍ୟକୃତ-ଶରତ ପଟ୍ଟନାୟକ ଭୁବନେଶ୍ୱର--ସାରା ରାଜ୍ୟରେ ୧୫ ଜିଲ୍ଲାର ୧୫ ଲକ୍ଷରୁ ଅଧିକ ଲୋକ ଏହି ମନୁଷ୍ୟକୃତ ପ୍ରଳୟଙ୍କାରି​ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି।ଦୀର୍ଘ ୧ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଧରି ମହାନଦୀ ଓ ତାର ଶାଖାନଦୀରେ ବନ୍ୟାଜଳ ଆସିବାରୁ ଛୋଟ ଛୁଆଠୁଁ…