ଝାରବନ୍ଧ ରେ କଂଗ୍ରେସ ର ବଡ଼ନେତାଙ୍କ ପ୍ରଚାର
ଝାରବନ୍ଧ/ମନୋହର ଦାସ -ପଦ୍ମପୁର ଉପନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ବେଶ ଜମିବାରେ ଲାଗିଛି l ବିଜେଡି, ବିଜେପି ନିଜ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମନ୍ତ୍ରୀ ବିଧାୟକ ଗାଁ ଗାଁ ରେ ବୁଲି ପ୍ରଚାର ଚଳାଇଥିବା ବେଲେ କଂଗ୍ରେସ ମଧ୍ୟ ପଛରେ ନାହିଁ, ଆଜି କଂଗ୍ରେସ ର ବଡ ନେତା ଆସି ନିଜ…