ମାଲକାନଗିରି ଜିଲ୍ଲା ମାରିଓ୍ୱାଡା ଆଶ୍ରମ ସ୍କୁଲର ଅନ୍ତେବାସୀମାନେ ଅଭିଯୋଗ ପାଇଁ ୨୦ କିଲୋମିଟର ଚାଲିଚାଲି ଯିବା ଘଟଣା
ଲୋକାୟୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ : ୬ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ପ୍ରଶାସନକୁ ନିର୍ଦ୍ଦେଶ
ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ମାରିଓ୍ୱାଡା ଆଶ୍ରମ ସ୍କୁଲର ଅନ୍ତେବାସୀମାନେ ୨୦ କିଲୋମିଟର ଚାଲିଚାଲି ଯାଇ ଜିଲ୍ଲା ଅଧିକାରୀଙ୍କୁ ଅଭିଯୋଗ କରିବା ଘଟଣାରେ ମାନ୍ୟବର…