ଅରଖକୁଦ -୧ ଅଙ୍ଗନବାଡି କେନ୍ଦ୍ର ରେ ପୋଷଣ ମେଳା

ଜଗତସିଂହପୁର -ନାଉଗାଁ ପ୍ରିତିରଞ୍ଜନ ଦାସ :ଜଗତସିଂପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ଗ୍ରାମ ପଞ୍ଚାୟତ ଅରଖକୁଦ -୧ ଅଙ୍ଗନବାଡି କେନ୍ଦରେ ତା -୧୬,୦୯,୨୦୨୨ ରିଖ ଶୁକ୍ର ବାର ଦିନ ପୋଷଣ ମେଳା କାଯ୍ୟକ୍ରମ ହୋଇ ଯାଇଛି | ଏହି ପୋଷଣ ମେଳା ମା ଓ କିଶୋରୀ ବାଳିକା ମାନଙ୍କ ବିଷୟରେ ଆଲୋଚନା…

ଆଜି ପୁରୀ ଆକାଶରେ ସୂର୍ଯ୍ୟକିରଣ

ପୁରୀ (ଅନିମେଶ ପଟ୍ଟନାୟକ ): ରବିବାର ନୁହେଁ ଆଜି ଶନିବାର ଦିନ ଅନୁଷ୍ଠିତ ହେଉଛି ଏୟାର ଶୋ । ପୂର୍ବରୁ ୧୮ ତାରିଖରେ ହେବ ବୋଲି ଘୋଷଣା କରାଯାଇଥିଲେ ବି ପାଣିପାଗକୁ ନଜରରେ ରଖି ରବିବାର ପରିବର୍ତ୍ତେ ଶନିବାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସକାଳ ୧୦. ୨୦ ରୁ ୧୧ଟା ଯାଏ…

ସମାଜସେବୀ ବିଭୂତିଭୂଷଣ ଦ୍ୱିବେଦୀଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ; ମନରେଗା କାର୍ଯ୍ୟରେ ଦୁର୍ନୀତିକୁ ନେଇ ପୁନଃ…

ନିଶ୍ଚିନ୍ତକୋଇଲି./ଦେବେନ୍ଦ୍ର ଷଢଙ୍ଗି : ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଂଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନିତିର ପର୍ଦ୍ଧାଫାସ୍ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ପଂଚାୟତରେ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ୍ କରାଯାଇ କେତେକ ରାଜନୈତିକ…

ଆବର୍ଜନାମୁକ୍ତ ସହର ନିମନ୍ତେ ଲକ୍ଷାଧିକ ଜନସମାଗମ

• ଆବର୍ଜନାମୁକ୍ତ ସହର ଲକ୍ଷ୍ୟରେ ଭାରତୀୟ ସ୍ୱଚ୍ଛତା ଲିଗ୍ ଆୟୋଜିତ• ଭାରତୀୟ ସ୍ୱଚ୍ଛତା ଲିଗକୁ ବହୁମାତ୍ରାରେ ସମର୍ଥନ ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଏରା ଯୋଦ୍ଧାସ୍, ବନାରସୀ ୱାରିୟର୍ସ, ବାରବାଟୀ ବ୍ୟାକନ୍ସ, ଗାନ୍ଧିନଗରର ଗ୍ରୀନ୍ ଗାର୍ଡିଆନ୍ସ, ନାଭି ମୁମ୍ବାଇ ଇସିଓ ନାଇଟସ୍,…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ, ଛ ଜିଲ୍ଲାର ମିଶନ ଶକ୍ତି ମା

ଭୁବନେଶ୍ବର: ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇ ଆମେ ଗର୍ବିତ। ମୁଖ୍ୟମନ୍ତ୍ରୀ ଆମ ଉପରେ ଭରସା କରି ଆମକୁ ଏ ମହାନ ସୁଯୋଗ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ। ଆଜି ନବୀନ ନିବାସରେ ୬ଟି ଜିଲ୍ଲାର ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହା…

ବୁଣାକାରମାନଙ୍କ ନିମନ୍ତେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର,:ଓଡ଼ିଶା ସରକାରଙ୍କ ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନ କ୍ଷେତ୍ରର ବିକାଶ ତଥା ପ୍ରୋତ୍ସାହନ ପାଇଁ ଗଠନମୂଳକ ତଥା ସୁଦୂରପ୍ରସାରୀ ପଦକ୍ଷେପ ଗ୍ରହଣ କରୁଛନ୍ତିା ଗ୍ରାମାଞ୍ଚଳର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟଟନ ସହିତ ଶତାବ୍ଦୀ…

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ “ଆଦର୍ଶ ଯୁବ ବିଧାୟକ ସମ୍ମାନ’

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କୁ ଆଜି ଆଦର୍ଶ ଯୁବ ବିଧାୟକ ସମ୍ମାନରେ ସମ୍ମାନିତ ହୋଇଛନ୍ତିା ଏମ୍ଆଇଟି ଓ୍ୱାର୍ଲ୍ଡ ପିସ୍ ୟୁନିଭରସିଟି, ପୁନେଠାରେ ଅନୁଷ୍ଠିତ ଦ୍ୱାଦଶତମ ଭାରତୀୟ ଛାତ୍ର…

ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଜଗତସିଂହପୁର / ସୁମନ୍ତ କୁମାର ଦାସ:ଚଳିତବର୍ଷ ମହା ଆଡମ୍ବର ରେ ଅନୁଷ୍ଠିତ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ l ପାରାଦୀପ ଅଫିସର୍ସ କ୍ଳବ ରେ ଆୟୋଜିତ ବାଲିଯାତ୍ରା ପ୍ରସ୍ତୁତି ବୈଠକ ରେ ସୂଚନା ପ୍ରଦାନ କରିଛନ୍ତି ବାଲିଯାତ୍ରା କମିଟି ର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ପାରୁଲ ପଟାୱାରୀ l…

ସୋଆରେ ୫ଜି ଏବଂ ସଫ୍ଟଓ୍ୟାର ଡେଭେଲପମେଂଟ ଲ୍ୟାବ ପ୍ରତିଷ୍ଠା ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରସ୍ତାବ

ଭୁବନେଶ୍ୱର : ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷା କ୍ଷେତ୍ରରେ ୫ଜି ବ୍ୟବହାରର ଅଧିକ ଆବଶ୍ୟକତା ରହିଛି । ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ୫ଜି ଲ୍ୟାବ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମସେନ ଟେକନୋଲୋଜି ବିଭାଗର ମନ୍ତ୍ରୀ ଶ୍ରୀ…

ଆସନ୍ତା ସ୍ୱାଧୀନତା ଦିବସରେ ଭାରତରେ ଚାଲିବ ହାଇଡ୍ରୋଜେନ୍ ଟ୍ରେନ୍‌: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଭାରତରେ ଗଡିବ ପ୍ରଥମ ସ୍ୱଦେଶୀ ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ଏହି ଟ୍ରେନ୍‌ଟିକୁ ଭାରତରେ ହିଁ ପ୍ରସ୍ତୁତି, ନିର୍ମାଣ ଓ ରୂପ ଦିଆଯାଉଛି ବୋଲି ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ଓ ପ୍ରଯୁକ୍ତି…