ଜଗତସିଂହପୁରରେ ଆର୍.ବି.ଆଇ ଲୋକପାଳ ଅଫିସ୍ ତରଫରୁ ଆୟୋଜିତ ଟାଉନ ହଲ୍ କାର୍ଯ୍ୟକ୍ରମ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ (RBI Ombudsman) ଅଫିସ୍ ଦ୍ୱାରା ଜଗତସିଂହପୁରରେ ବ୍ୟାଙ୍କ ଗ୍ରାହକମାନଙ୍କ ସଚେତନତା ପାଇଁ ଏକ ଟାଉନ ହଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ୍ ର ଲୋକପାଳ ଶ୍ରୀ ପଙ୍କଜ କୁମାର ନାୟକ…