ପାଟଣାଗଡ଼ରେ ବେଆଇନ ସାର କାରବାର ଉପରେ କୃଷି ବିଭାଗର ଚଢ଼ାଉ!
ବନକାବିହାର ଗାଁରୁ ୨୦୩ ବସ୍ତା ୟୁରିଆ ଓ ଡିଏପି ସାର ଜବତ!
ବଲାଙ୍ଗିର /ପାଟଣାଗଡ଼: ଚାଷ ଋତୁରେ ସାରର ଚାହିଦା ବଢ଼ିଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବନକାବିହାର ଗାଁରେ କୃଷି ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ୨୦୩ ବସ୍ତା ସନ୍ଦିଗ୍ଧ ବେଆଇନ ସାର ଜବତ!-->!-->!-->!-->!-->…