ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ (O&M) ଚୁକ୍ତିନାମା
❶ ପୂର୍ବ ତଟ ରେଳପଥ ଏବଂ ଅନୁଗୁଳ-ସୁକିନ୍ଦା ରେଳ ଲିମିଟେଡ୍ ମଧ୍ୟରେ ସ୍ଵାକ୍ଷର |
❷ ଅନୁଗୁଳ ଜିଲ୍ଲାର ବୁଢ଼ାପଙ୍କ ଓ ଯାଜପୁର ଜିଲ୍ଲାର ବାଘୁଆପାଳ ରେଳ ଷ୍ଟେସନ ମଧ୍ୟରେ 98.70 କି.ମି. ବ୍ରଡ ଗେଜ୍ ରେଳ ଲାଇନର ପରିଚାଳନା ଏବଂ ରକ୍ଷଣାବେକ୍ଷଣ |
ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ରୂପ…