ଶରଣକୁଳ ଲଡୁବାବାଙ୍କ ପୂଣ୍ୟ ପୀଠରେ ୬ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳଲାଗି କଲେ
ଓଡ଼ଗାଁ, ୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଠାରେ ବିଜେ ଲଡୁବାବା ମହାଦେବଙ୍କ ଠାରେ ଶ୍ରାବଣ ପ୍ରଥମ ସୋମବାରରେ ୬ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳଲାଗି କଲେ। ରବିବାର ମଧ୍ୟ ରାତ୍ରୀ ପରେ ଠାକୁରଙ୍କ ପହୁଡ଼ ଏବଂ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା।ରାତି!-->…