ଶ୍ରୀରାମ ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଶ୍ରୀରାମ ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ତରଣୀସେନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅର୍ଥ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ…

ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସମାଜସେବୀ ପାର୍ବତୀ ଗିରି ଙ୍କୁ ଜନ୍ମଦିନରେ ଅବହେଳା !

ସମ୍ବାଦିକ ବନ୍ଧୁ ମାନେ ଜଣାଇଲେ ଶ୍ରଦ୍ଧାଞ୍ଜଳି , ଭୁଲିଗଲା ଜିଲ୍ଲା ପ୍ରଶାସନ ବରଗଡ :- ଦୁଃଖ ଓ ଲଜ୍ଜା ଜନକ ବିଷୟ , ଯେଉଁ ମାନଙ୍କ ପାଇଁ ଆମେ ନିଜକୁ ଗର୍ବିତ ବୋଲି ମନେ କରୁଛୁ , ସେମାନଙ୍କ ପ୍ରତି ଆମର କେତେ ଶ୍ରଦ୍ଧା ଓ ସମ୍ମାନ ରହିଛି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ଆଜି ସ୍ୱାଧୀନତା…

ସପ୍ତମ ରାଜେଶ ମେମୋରିଆର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ବରଗଡ : - ସପ୍ତମ ରାଜେଶ ମେମୋରିଆର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପଦ୍ମପୁର ରାଜବୋଡାସମ୍ବର୍ ହାଇସ୍କୁଲ ଖେଲ ପଡିଆରେ ଉଦ୍ ଘଟିତ ହୋଇଜାଇଛି| ଦିର୍ଘ ଚାରିଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ବୋଡାସମ୍ବର୍ ସ୍ପୋଟିନ୍ସ୍ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଛି| ଏହି ଟୁର୍ଣ୍ଣାମେଣ୍ଟରେ ପଦ୍ମପୁର…

ସି ଆର ପି ଏଫ ର ସିଭିକ ଏକ୍ସନ ପ୍ରୋଗ୍ରାମ

ଦେଶ ସେବା ସହିତ ଜନସେବାରେ ସମର୍ପିତ ସି ଅର ପି ଏଫ ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ର ଜଗଦଲପୁର ରେ ମାଓ ଦମନ ପାଇଁ ମୁତୟନ ରହିଥିବା ସି ଆର ପି ଏଫ 189 ବଟାଲୀୟନ ର ସି କମ୍ପାନୀ ଓ ପାଇକମାଲ ବ୍ଲକ କେରମେଲାବାହାଲ ଠାରେ ମୁତୟନ ଥିବା ଜି କମ୍ପାନୀ ଆନୁକୂଲ୍ୟରେ ଆଜି ଜଗଦଲପୁର ଓ ପଲସଦା…

ଡଟ୍ ଫେଷ୍ଟ ଉବାଚ

ଅନାମିକା ଦାସ ମୁଁ ଆଜ୍ଞା ପୁରୀ ରଘୁରାଜପୁର, ପଟ୍ଟଚିତ୍ରର ଗାଁର ଗୋଟେ ଅଯୋଗ୍ୟ ପୁଅ । ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମୋ ବାପା-ଭାଇ ସମସ୍ତେ ପଟ୍ଟଚିତ୍ର ବେଉସାରେ ଲାଗିଛନ୍ତି । ମୋ ଦେଇ ପାଠ ହେଲାନି କି ସେ ରଙ୍ଗତୁଳୀ ସୁହାଇଲାନି । ମୁଁ କାଳେ ସୁଧୁରିଯିବି ବୋଲି ବାହା ବି କରେଇ ଦେଲେ,…

ମାତୃପିତୃହୀନ ଶିଶୁ ମାନଙ୍କୁ ବିଶ୍ବ କପ୍ ହକି ଦେଖାଇଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଗଜପତି ଜିଲ୍ଲାର ତିନିଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶ୍ରୀଜଗନ୍ନାଥ ନିକେତନର ୭ ଜଣ , ନିସାନ୍ ସାଲୋମ୍ ଚିଲ୍ଡ୍ରେନ୍ ହୋମ୍ ୫ ଜଣ ଓ ପ୍ରାଉଡ଼ ବାଳିକା ଅନୁଷ୍ଠାନର ୮ ଜଣ…

ବିଧାୟିକା ଙ୍କ ଦ୍ଵାରା ମିଲେଟ ଶକ୍ତି ନ୍ୟୁଟ୍ରି ସେଣ୍ଟର ଉଦ୍ଘାଟିତ

ପଦ୍ମପୁର:- ଓଡିଶା ମିଲେଟ ମିସନ ଯୋଜନା ଅନୁଯାୟୀ ଆଜି ପଦ୍ମପୁର ବିଜ୍ଞାପିତ ପରିଷଦ ଠାରେ ମାଁ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ନବ ନିର୍ମିତ ମିଲେଟ ଶକ୍ତି ନିଉଟ୍ରି ସେଣ୍ଟର ଉଦ୍ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ପଦମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଏହି ଏହି ସେଣ୍ଟର କୁ…

ବୀରମହାରାଜପୁର ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

ବୀରମହାରାଜପୁର , (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅଧ୍ୟକ୍ଷ ସୁଦାମ ଚରଣ ସାହୁଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପିକା ଗୀତାଞ୍ଜଳୀ ପୂଜାରୀ, ଅଧ୍ୟାପକ ବିଜୟ କୁମାର…

ରାଜ୍ୟସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା :ଏହେସାସ ତାଇକଣ୍ଡୋ ଏକାଡେମୀର ଖେଳାଳୀଙ୍କ ସଫଳତା

ବୀରମହାରାଜପୁର , (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀର ଖେଳାଳୀଙ୍କୁ ସଫଳତା । ରାଜ୍ୟସ୍ତରୀୟ ଅଫିସିଆଲ ତାଇକଣ୍ଡୋ ଚମ୍ପିଆନସିପରେ ଖେଳାଳୀଙ୍କୁ ମିଳିଛି ଏହି ସଫଳତା । ଓଡିଶା ତାଇକଣ୍ଡୋ ସଂଘ ପକ୍ଷରୁ ପୁରୀଠାରେ ଆୟୋଜିତ ଏହି ପ୍ରତିଯାଗିତାରେ…

ଗଜପତି ପ୍ରେସ-କ୍ଳବ୍ ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ପରିସରରେ ଆଜି ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନଙ୍କ "ଗଜପତି ପ୍ରେସ-କ୍ଳବ୍" ଉଦଘାଟିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ୍ କାଟି "ଗଜପତି…