“ଆକାଂକ୍ଷା” ତରଫରୁ ଜାତୀୟ କନ୍ୟା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ କନ୍ୟା ଶିଶୁ ଗୃହ ଠାରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୮୦ ଜଣରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କୁ ନେଇ ଏକ ସଭାର ଆୟୋଜନ…