ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ କଂଗ୍ରେସର ପ୍ରଶ୍ନ: ଝାରସୁଗୁଡ଼ା ବାସୀଙ୍କୁ କେବେ ମିଳିବ ନ୍ୟାୟ ?
ଝାରସୁଗୁଡ଼ା- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନୀବନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଝାରସୁଗୁଡ଼ା ସମସ୍ୟା ସଂକ୍ରାନ୍ତୀୟ କେତୋଟି ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ନେତୃବୃନ୍ଦ | ତୁରନ୍ତ ସେ ସବୁର ଉତ୍ତର ଝାରସୁଗୁଡା ବାସୀ ଓ ଓଡ଼ିଶାବାସୀଙ୍କୁ ଦେବାପାଇଁ…