ହାଣ୍ଡିସାଲରୁ ସିଙ୍ଗାପୁର
ବରଗଡ :- ହାଣ୍ଡିସାଲରୁ ଉଡାଯାହାଜ ଯୋଗେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା କରିବେ ବିଦେଶ ଗସ୍ତ । ବରଗଡ଼ ଜ଼ୀଲ୍ଲାସ୍ତରୀୟ ମହିଳା ମହାସଙ୍ଘର ସଭାନେତ୍ରୀ ଝରଣା ଦାଶ ଯିବେ ସିଙ୍ଗାପୁର । ମହିଳା ସଶକ୍ତିକରଣ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିଆରା ତଥା ଗୁରୁତ୍ୱପୂର୍ଣ୍ଣ…