କିଟରେ ଦ୍ୱିତୀୟ ୱାର୍ଲ୍ଡ ଲିଡରସିପ୍ କନଭେନସନ୍‌

ଭୁବନେଶ୍ୱର,୨୫ା୨: କିଟ୍‍ ବିଶ୍ୱବିଦ୍ୟାଳୟ ଓ ବିଶ୍ୱ ଲିଡରସିପ୍‍ ଏକାଡେମୀର ମିଳିତ ଆନୁକୁଲ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ନେତୃତ୍ୱ ସମାବେଶ ଶନିବାର ଅନୁଷ୍ଠିତ ହୋଇଯାଇଛି । ‘ବିଶ୍ୱ ହେଉଛି ଏକ’ ବିଷୟବସ୍ତୁ ଉପରେ ଆୟୋଜିତ ଏହି ନେତୃତ୍ୱ ସମାବେଶର ଉଦ୍‍ଘାଟନୀ ଉତ୍ସବରେ…

ସରକାରୀ ଅଫିସରେ କାର୍ଯ୍ୟରତ ବାବୁମାନଙ୍କ ୱାର୍କ ଫ୍ରମ ହୋମ !

ଲୋକଙ୍କୁ ସେବା ଯୋଗାଇ ଦେବା ନାମରେ ବିଭାଗ କରୁଛି ପରିହାସ ବାରମ୍ବାର ଅଭିଯୋଗ ସତ୍ୱେ ନିଦାବିଷ୍ଣୁ ରୂପରେ ଅବସ୍ଥାପିତ ବିଭାଗୀୟ ପିଡ଼ି ବରଗଡ :- ରାଜ୍ୟ ସରକାର ରାଜ୍ୟବାସୀ ଙ୍କର ଜୀବନଜୀବିକା ରେ ସୁଧାର ଆଣିବା ପାଇଁ ପ୍ରତକ୍ଷ ଓ ପରୋକ୍ଷ ଭାବରେ ଅନେକ ଯୋଜନା ପ୍ରଣୟନ କରି…

ମାଲକାନଗିରି ଓ ଜଗତପୁର ସହରରେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ଶୁଭାରମ୍ଭ

ମାଲକାନଗିରି / ଜଗତପୁର, ୨୫/୨: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ଜଗତପୁର ଓ ମାଲକାନଗିରି ସହରରେ ତାହାର ନୂଆ ଷ୍ଟୋର ଶୁଭାରମ୍ଭ କରିଛି ।  ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର…

ଝିଅ ପଢ଼ିଲେ ଦେଶ ବଢ଼ିବ : ଉଚ୍ଚଶିକ୍ଷା ମନ୍ତ୍ରୀ

କାନପୁର ଆଞ୍ଚଳିକ ଡିଗ୍ରୀ କଲେଜ ଓ ନରସିଂହପୁର ଡିଗ୍ରୀ କଲେଜର ବାର୍ଷିକ ଉତ୍ସବ ଭୁବନେଶ୍ୱର: କଟକ ଜିଲ୍ଲା କାନପୁର ଆଞ୍ଚଳିକ ଡିଗ୍ରୀ କଲେଜ ଓ ନରସିଂହପୁର ଡିଗ୍ରୀ କଲେଜର ବାର୍ଷିକ ଉତ୍ସବ ଶନିବାର ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । କାନପୁର ଆଞ୍ଚଳିକ ଡିଗ୍ରୀ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ…

“ବସ୍ତାନି ବଡ, ପାଠ କମ୍‌” – ଗୋଲକ ମହାପାତ୍ର

ରାଜ୍ୟ ସରକାରଙ୍କ ବଜେଟ   ରାଜ୍ୟ ସରକାରଙ୍କ ନିଜସ୍ୱ ରୋଜଗାର ୧,୦୫,୫୦୦କୋଟି, ଯାହା ଦରମା ଓ ପେନସନ ବାବଦରେ ଖର୍ଚ୍ଚ ହୋଇଯାଉଛି  ଓଡିଶା ବଜେଟ୍ ସଂପୂର୍ଣ୍ଣ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ  ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଆକଳନ ହୋଇଥିବା ବଜେଟରୁ ୯୯,୬୯୬ କୋଟି…

ଉଠା ଜଳସେଚନ ପାଇପ ଚୋରି ଉଦ୍ୟମ ପଣ୍ଡ

ଖବର ପାଇ ପହଁଚିଲେ ଚାଷୀ , ଘଟଣା ସ୍ଥଳରୁ ଫେରାର ଚୋର | କାମାକ୍ଷାନଗର(ରିତେଶ ବ୍ରହ୍ମା):କାମାକ୍ଷା ନଗର ଥାନା ମୁକ୍ତାପସି ଗ୍ରାମ ନିକଟସ୍ଥ ରେଙ୍ଗାଳି ବାମପାର୍ଶ୍ବ କେନାଲରେ ଲାଗିଥିବା ଉଠା ଜଳସେଚନ ପ୍ରକଳ୍ପ ରୁ ପାଇପ ଚୋରି ଉଦ୍ୟମ ପଣ୍ଡ ହୋଇଛି |ଗ୍ରାମବାସି ଆସିଯିବା ଫଳରେ ଘଟଣା ସ୍ଥଳରୁ…

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ

ରାଉରକେଲା: (ବସନ୍ତ କୁମାର ଜେନା): କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବଣାଇଁର ସାମ୍ବାଦିକ ତପନ ମଲ୍ଲିକ ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ଶୁକ୍ରବାର ଦିନ…

ରାଉରକେଲାରେ ଟିଉସନ୍ ଶିକ୍ଷକଙ୍କ ଦ୍ଵାରା ଛାତ୍ରୀକୁ ଅସଦାଚରଣ ଅଭିଯୋଗ

ରାଉରକେଲା ୨୪/୨, (ବସନ୍ତ କୁମାର ଜେନା)ଉଦିତନଗର ଥାନା ସ୍ଥିତ ବାସନ୍ତୀ କଲୋନୀ, ଏଫ୍ଏଲ୍ – ୨୦୭ରେ ଜଣେ ୧୭ ବର୍ଷିୟ ଝିଅ ଟିଉସନ୍ ପଢିବାକୁ ଯାଇଥିବା ସମୟରେ, ଟିଉସନ୍ ଶିକ୍ଷକଙ୍କ ଦ୍ବାରା ଅସଦାଚରଣ ହୋଇଛି ବୋଲି ଉଦିତନଗର ଥାନାରେ ଆଜି ଅଭିଯୋଗ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ବାସନ୍ତୀ…

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଉଡାନ୍ ୨୦୨୩ରେ କୃଷକ ଓ ବୈଜ୍ଞାନିକଙ୍କ ସମାବେଶ, କୃଷିରେ ନବସୃଜନ ଉପରେ ଆଲୋଚନା

ଭୁବନେଶ୍ୱର/ ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇଦିନିଆ ଗୋଷ୍ଠୀ ସଂପୃକ୍ତି ସମ୍ପର୍କ କାର୍ଯ୍ୟକ୍ରମ ଉଡାନ୍‌ର ଉଦଯାପନୀ ଦିବସରେ ଜଳବାୟୁ ସ୍ଥିରତା କୃଷିରେ ନବସୃଜନ ଉପରେ ଆଲୋଚନା କରିବା ଲାଗି କୃଷକ ଓ ବୈଜ୍ଞାନିକଙ୍କ ସମାବେଶ ହୋଇଥିଲା ।ଗଂଜାମ ଜିଲ୍ଲା…

ବିଭିନ୍ନ ପ୍ରସଙ୍ଗରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ତହସିଲଦାର ଙ୍କୁ ଦାବିପତ୍ର

 ବରଗଡ :- ବରଗଡ ଜିଲ୍ଲା ପାଇକମାଳ ବ୍ଲକ ରାଜବୋଡାସମ୍ବର୍ କୃଷକ ସଂଗଠନ ର ସଭାପତି ଶ୍ରୀ ନନ୍ଦଲାଲ ତ୍ରିବେଦୀ ଙ୍କ ନେତୃପ୍ତ ରେ ପାଇକମାଳ ବ୍ଲକ ଚାଷୀ ପ୍ରତିନିଧି ମଣ୍ଡଳୀ ବିଦ୍ୟୁତ୍ ବିଲ , ଇନ୍ ପୁଟ ସବସିଟି , ଇନ୍ସୁରେନ୍ସ ପ୍ରସଙ୍ଗରେ ଦାବିପତ୍ର ଦେଇ ଆଲୋଚନା କରିଥିଲେ।ପାଇକମାଳ ଏକ ଚିର…