ରାଉରକେଲାରେ ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ପ୍ରଦାନ

ରାଉରକେଲା (ବସନ୍ତ କୁମାର ଜେନା); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର…

ସକାଳ ସକାଳୁ କାଶୀପୁର ବ୍ଲକ ରେ ଭୂମିକମ୍ପ ର ଅନୁଭୂତି

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲା କାଶୀପୁର ବ୍ଲକ ବିବିନ୍ନ ସ୍ଥାନ ରେ ଶୁକ୍ରବାର ସକାଳ ୫.୬ମିନିଟ୍‌ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ଧରି ଏହି ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୫ ଥିବା ଜଣାପଡ଼ିଛି। ଅଞ୍ଚଳରେ ଥିବା ବିଭିନ୍ନ ଘରଦ୍ୱାର ଦୋହଲି…

-କାମାକ୍ଷାନଗର ଏନଏସି ପକ୍ଷରୁ ସାଇକେଲ ବଣ୍ଟନ

କାମାକ୍ଷାନଗର/ରିତେଶ ବ୍ରହ୍ମା : ସାରା ରାଜ୍ୟରେ ଏସ୍ ଏଚ୍ ଜି ଗୋଷ୍ଠୀ ସହାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ ହଜାର ସାଇକେଲ ବଣ୍ଟନ କରିଛନ୍ତି।ଏହିକ୍ରମରେ ଆଜି କାମାକ୍ଷାନଗର ଏନ୍ ଏ ସି ପକ୍ଷରୁ ଗୋଷ୍ଠୀ ସହାୟକମାନଙ୍କୁ ନଗରପାଳ ଧର୍ମାନନ୍ଦ ପରିଡାଙ୍କ ତତ୍ବାବଧାନରେ ସାଇକେଲ ବଣ୍ଟନ…

କୃଷି ସମବାୟ ସମିତି ଆନୁକୁଲ୍ୟରେ ଓଡ଼ିଶା ମିଲେଟ୍ସ ମିଶନ ଅନ୍ତର୍ଗତ ଖୋଲିଲା ମାଣ୍ଡିଆ ମଣ୍ଡି

କାମାକ୍ଷାନଗର/ରିତେଶ ବ୍ରହ୍ମା - କାମାକ୍ଷାନଗର କୃଷି ସମବାୟ ସମିତି ଆନୁକୁଲ୍ୟରେ ରେ ଓଡ଼ିଶା ମିଲେଟ୍ସ ମିଶନ ସହଯୋଗରେ ରେ ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇ ଯାଇଛି। ଏହି ଉଦଘାଟନୀ ସମାରୋହରେ ଓଡ଼ିଶା ସରକାର ଙ୍କ ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ…

ଓଡ଼ଗାଁ ଏନଏସିରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାଇକେଲ ବିତରଣ

ଓଡ଼ଗାଁ,୨ା୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟରେ ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମାର୍ଚ୍ଚ ୨ ତାରିଖ ଠାରୁ ସାଇକେଲ ବିତରଣର ସୁଭାରମ୍ଭ କରାଯାଇଛି । ତଦନୁଯାଇ ଓଡ଼ଗାଁ ବ୍ଳକ ରୋଡ଼ ଇନଡୋରଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ…

ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ବରକନ୍ୟା ଝରଣା

ନୟାଗଡ଼(ଲକ୍ଷ୍ମୀଧର ସାହୁ/(ଶ୍ରୀକାନ୍ତ କୁମାର ମିଶ୍ର)): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢାବୁଢିଆଣୀ ଡ୍ୟାମ୍ ଠାରୁ ପ୍ରାୟ ୫ କି.ମି ଦୁର ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମର କାନଖାଇ ପାହାଡ଼ ପାଦଦେଶରୁ ଧାର ଧାର ବୋହି ବହି ଚାଲିଛି ବରକନ୍ୟା ଝରଣା । ପ୍ରାକୃତିକ ଶୋଭରାଜିରେ ଭରପୁର…

ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି ଡିଏନ୍ ହୋମସ୍‌ର ବହୁଚର୍ଚ୍ଚିତ ପ୍ରକଳ୍ପ “ଫେରିଟେଲ”

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ଡିଏନ୍ ହୋମସ୍ ଏହାର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ “ଡିଏନ ଫେରିଟେଲ” ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଯାଉଛି । କୋଭିଡ ମହାମାରୀ ଆରମ୍ଭ ପୂର୍ବରୁ ୨୦୧୯ ମସିହାରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା ।…

ଉତ୍କଳ ଆଲୁମିନା ପକ୍ଷରୁ ବ୍ଲକସ୍ତରୀୟ ଗ୍ରାମାଞ୍ଚଳ ଭଲିବଲ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଗ୍ରାମାଞ୍ଚଳ କ୍ରୀଡା ଓ ସଂସ୍କୃତିର ବିକାଶ ସାଧନ ଏବଂ ଏହି ଅଞ୍ଚଳର ସ୍ଥାନୀୟ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସକାଶେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନା…

ତହସିଲଦାର ଙ୍କର ଦ୍ୱାରା ଏକ ଜେସିବି ଓ ଦୁଇଟି ଟ୍ରାକ୍ଟର ଜବତ

ପଥର ବୋଝେଇ କରୁଥିବା ବେଳେ ଧାରା ପଡିଲା ତିନି ଗାଡି ବରଗଡ :- ଲଘୁ ଖଣିଜ ସମ୍ପଦ ବ୍ୟବହାର ପାଇଁ ରାଜସ୍ୱ ବିଭାଗ ଦ୍ଵାରା ଅନେକ ସ୍ଥାନ କୁ ଚିହ୍ନଟ କରାଯାଇ ଲିଜ ପ୍ରଦାନ କରାଯାଇଛି । ଯାହାଫଳରେ ଲୋକଙ୍କ କାମ ହେବା ସହିତ ସରକାର ଙ୍କୁ ରାଜସ୍ୱ ମଧ୍ୟ ମିଳି ପାରିବ । କିନ୍ତୁ କିଛି ଖଲ ପ୍ରକୃତିର…

ସୌମ୍ୟରଞ୍ଜନଙ୍କୁ ଆଗକୁ ପେଲିଲା ବିଜେଡି : ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରକୁ କଲେ ସମାଲୋଚନା

ନଅ ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ ଦର ପ୍ରାୟ ୩ ଗୁଣ ବଢାଇଛି କେନ୍ଦ୍ର, ନୀରବତା ଭାଙ୍ଗୁ ଓଡିଶା ବିଜେପି: ସୌମ୍ୟରଞ୍ଜନ  ଓଡିଶାର ମା ଏବଂ ଭଉଣୀଙ୍କ ଆଖିରେ ଲୁହ  ଗରିବ ଲୋକଙ୍କର ମାସିକ ୫କିଲୋ ଚାଉଳ କାଟିଦେଲେ  ହାଣ୍ଡିଶାଳ ଉପରେ ଦୋହରା ମାଡ ଭୁବନେଶ୍ୱର: ବିଭିନ୍ନ…