ବନ୍ତ ବିଡ଼ିଓଙ୍କ ଦାଦାଗିରି ଅଭିଯୋଗ , ନିଲମ୍ବନ ଦାବି କଲା ବିଜେପି

https://youtu.be/sRJQAI7HH9c ଭଦ୍ରକରୁ ସତ୍ୟ ସ୍ୱାମୀ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଜଙ୍ଗଲ ରାଜ ଚାଲିଛି ବୋଲି ଅଭିଯୋଗ କରିଛି ବିଜେପି | ଏହାସହିତ ବନ୍ତ ବିଡ଼ିଓଙ୍କ ଦାଦାଗିରି ପରିପ୍ରେକ୍ଷୀରେ ତାଙ୍କୁ ନିଲମ୍ବିତ କରିବା ସହ ଅଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ…

ବିଧାୟକଙ୍କ ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଭତ୍ତା ୨୫୦୦କୁ ବୃଦ୍ଧି କର

ଦିଲ୍ଲୀରେ ବିଧାୟକଙ୍କ ଦରମା ଏବର୍ଷ ଫେବୃଆରୀରୁ ବଢି ନବେ ହଜାର ହେଇଛି "ଦିଲ୍ଲୀର ବିଧାୟକ ମାନଙ୍କ ଦରମା ଚାରି ଲକ୍ଷ ଟଙ୍କା ବୋଲି ମିଥ୍ୟା ପ୍ରଚାର କରି ଓଡ଼ିଶାରେ ବିଧାୟକଙ୍କ ଦରମାକୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା କରିବା ପାଇଁ ଉଦ୍ୟମ ହେଉଛି l ଏହା ଜନସାଧାରଣଙ୍କ ପ୍ରତି ପ୍ରତାରଣା ଅଟେ |"…

ଜିଲ୍ଲାସ୍ତରୀୟ “ବିଶ୍ଵ କଳାମୋତିଆ” ସପ୍ତାହ-୨୦୨୩ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/x6eI4xMvioU ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଦିନ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅନ୍ତର୍ଗତ ଜିଲ୍ଲା…

ଗୀତ ଗୋବିନ୍ଦ ସଦନ ପାଠାଗାର ପରିଦର୍ଶନ କଲେ ମନ୍ତ୍ରୀ ଶ୍ରୀ ଘଡେଇ

• ଶୃଙ୍ଖଳିତ ପରିବେଶ, ଭରପୁର ଉପସ୍ଥାନ ଦେଖି ସନ୍ତୋଷ ବ୍ୟକ୍ତ କଲେ ମନ୍ତ୍ରୀ • ପାଠାଗାରରେ ଅଧ୍ୟୟନ କରି କୃତକାର୍ୟ୍ୟ ହେଉଛନ୍ତି ବହୁ ବିଦ୍ୟାର୍ଥୀ। ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ…

ବଣାଇଁ ବନଖଣ୍ଡ ବିଭାଗ ର କଠିନ ପରିଶ୍ରମ ଯୋଗୁଁ ସୁସ୍ଥ ହୋଇ ଜଙ୍ଗଲ କୁ ଗଲା ହାତୀ ଶାବକ

ସୁନ୍ଦରଗଡ଼(ବସନ୍ତ କୁମାର ଜେନା) : ଵଣାଇଁ ବନଖଣ୍ଡ କୋଇଡା ବନାଞ୍ଚଳ ଅନ୍ତର୍ଗତ ତୋଡା ସେକ୍ସନ ଝିରପାଣି ବିଟ୍ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିବା ଏକ ହାତୀ ଶାବକ କୁ ଉଦ୍ଧାର କରି ଚିକିତ୍ସା କରିଛି ବନବିଭାଗ । କିଛିଦିନ ହେଲା ଏହି ଅଞ୍ଚଳରେ ଏକ ୮ ଟିକିଆ ହାତୀପଲ ବିଚରଣ କରୁଥିଲେ । ଏହି ପଲରେ…

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: କିଛି ଟ୍ରେନ ବାତିଲ, ଆଉ କିଛି ଆଂଶିକ ବାତିଲ

ଛତ୍ରିପୁଟ ଏବଂ ମାଲିଗୁଡା ମଧ୍ୟରେ ଦୋହରୀକରଣ ଶୀଘ୍ର କାର୍ଯ୍ୟକ୍ଷମ ହେବ | ଭୁବନେଶ୍ୱର: ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ମାଲିଗୁଡା ଏବଂ ଛତ୍ରିପୁଟ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ଅସ୍ଥାୟୀ ଭାବରେ ବାତିଲ ଏବଂ ଆଂଶିକ ବାତିଲ କରିବାକୁ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଅଟିଜିମ ଚିହ୍ନଟ ଓ ନିରୋଧୀ ଅଭିଯାନ

ଭୁବନେଶ୍ୱର/ ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ପେ’ ଅଟେନ୍‌ସନ ଅଭିଯାନ ଅଧୀନରେ ଅଟିଜିମ୍‌ର ଆଗୁଆ ଚିହ୍ନଟ ଓ ଯତ୍ନ ଉପରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍…

ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଗ୍ରାମୀଣ ରେ ବ୍ଲକ ସ୍ତରୀୟ ଜନଶୁଣାଣି…

ମହାବିରୋଡ଼/କାମାକ୍ଷାନଗର,(ରିତେଶ ବ୍ରହ୍ମା):କଙ୍କଡ଼ାହାଡ଼ ବ୍ଲକ ସଭାଘର ଠାରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଗ୍ରାମୀଣ ରେ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।ଆଜିର ଜନଶୁଣାଣୀ କାର୍ଯ୍ୟକ୍ରମ…

ଜେଲରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଭେଟିଲେ ବିଧାୟକ ଓ ନେତୃବୃନ୍ଦ

ବିଜେଡି ସରକାରର ମନୋମୁଖୀ ଓ ବ୍ୟଭୀଚାରୀ ଶାସନ ଚଳିବ ନାହିଁ: ବିଜେପି ଭୁବନେଶ୍ୱର, ତା.୧୭/୦୩: ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶାର ଆଇନଶୃଙ୍ଖଳା ପରିସ୍ତିତି ବିପର୍ଯ୍ୟୟ ହେବା ବିଜେଡି ସରକାରର ସବୁଠୁ ବଡ ବିଫଳତା । ଅନ୍ୟାୟ, ଭ୍ରଷ୍ଟାଚାର, ଦୁର୍ନୀତିରେ ଉବୁଟୁବୁ ବିଜେଡି…

ସୋଆରେ ଦୁଇ ଦିନିଆ କନ୍‌କ୍ଲେଭ୍‌, ଯୋଗ ଦେବେ ୬୦ ଟି ଷ୍ଟାର୍ଟଅପ୍

ଭୁବନେଶ୍ୱର, ୧୭/୦୩ : କୃଷକମାନଙ୍କୁ ଜଳବାୟୁ ପରିବର୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ୬୦ ଟି ଷ୍ଟାର୍ଟଅପ୍ ଶନିବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ…