ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଖରିଫ ୨୦୨୩ ପାଇଁ ସହାୟତା
୪୩ ଲକ୍ଷରୁ ଅଧିକ ଚାଷୀ ଙ୍କ ବ୍ଯାଙ୍କ ଖାତାରେ ୮୭୭ କୋଟି ଟଙ୍କା ର କାଳିଆ ସହାୟତା
ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତାର ଶ୍ରେୟ ଚାଷୀ ଭାଇ ଭଉଣୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର…