ସମୀର ମହାନ୍ତି ବିଜେପି ଜାତୀୟ କାର୍ଯ୍ୟକାରିଣୀ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର : ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ବିଜେପି ଜାତୀୟ କାର୍ଯ୍ୟକାରିଣୀ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ନିଯୁକ୍ତ ହୋଇଛନ୍ତି | ଦଳର ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏହି ନିଯୁକ୍ତି ପ୍ରଦାନ କରିଥିବା ଦଳର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏକ ପ୍ରେସ ବିଜ୍ଞପ୍ତିରେ…

ବିଜେଡି ନେତାଙ୍କ ମନ୍ତବ୍ୟ ସାଆନ୍ତ ଏବଂ ଗୁମାସ୍ତାଙ୍କ ଚାଟୁକାରିତା ପାଇଁ ଉଦ୍ଦିଷ୍ଟ – କାଳିନ୍ଦୀ ସାମଲ

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିଲା ବିଜେପି • ମେଡିକାଲ କଲେଜ ଚଲାଇବା ପାଇଁ ତତ୍ପରତା ଦେଖାଇବା ପରିବର୍ତ୍ତେ ଧନ୍ୟବାଦ ପାଇବା ପାଇଁ ଏତେ ବ୍ୟାକୁଳ କାହିଁକି ? • ସାଆନ୍ତଙ୍କ କ୍ରୀତଦାସ ହେବା ପରେ ବୋଧେ ଗୁମାସ୍ତାମାନେ ନିଜର କାଣ୍ଡ ଜ୍ଞାନ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ସେତୁ ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ…

ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି ଭୁବନେଶ୍ୱର:ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା,…

ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବିଷୟରେ ଦକ୍ଷତା ବିକାଶ…

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା ) ବିଷୟରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ

ଶ୍ରାବଣ କୃଷ୍ଣ ଏକାଦଶୀ ତିଥିରେ ପରମ୍ପରା ଅନୁଯାୟୀ ଚକ୍ରବୁଲା ଏକାଦଶୀ ନୀତି ପାଳିତ ହୋଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ସରି ମଇଲମ ଓ ଶାଢ଼ୀ ଖଣ୍ଡୁଆ ଲାଗି ହୋଇ ଝଡ଼ା ଆଳତି ବଢିବା ପରେ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମଦନମୋହନ ବେଶ ହୋଇ ଆଜ୍ଞା ମାଳ ପାଇ ଏକାଦଶୀ ବେଢ଼ା କୁ…

ଭାରି ଶିଳ୍ପରେ ନେଟ୍ ଜିରୋ ଲକ୍ଷ୍ୟ ହାସଲ ପାଇଁ ଜାତିସଂଘର ଅଭିଯାନ ‘ଲିଡ୍ଆଇଟି’ରେ ଟାଟା ଷ୍ଟିଲ୍ ସାମିଲ

ଭୁବନେଶ୍ୱର: ଜାତିସଂଘର ଅଭିଯାନ ଲିଡରସିପ୍ ଗ୍ରୁପ୍ ଫର ଇଣ୍ଡଷ୍ଟ୍ରି ଟ୍ରାଞ୍ଜିସନ (ଲିଡ୍ଆଇଟି) ରେ ସାମିଲ୍ ହୋଇଛି ଟାଟା ଷ୍ଟିଲ୍ । ଏହି ଅଭିଯାନରେ ଭାରି ଶିଳ୍ପରେ ନେଟ୍ ଜିରୋ ନିର୍ଗମନ ପାଇଁ ଉଦ୍ୟମ କରୁଥିବା ରାଷ୍ଟ୍ର ଓ କଂପାନିଗୁଡ଼ିକ ସହ ଟାଟା ଷ୍ଟିଲ୍ ସହଯୋଗିତା ସ୍ଥାପନ କରିବ । ୨୦୧୯…

ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କର ୪୨ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନାବାର୍ଡ ବିଭିନ୍ନ କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଭୁବନେଶ୍ୱର: ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ) ଓଡ଼ିଶାର ବିକାଶ ସହ ଦୀର୍ଘ ବର୍ଷ ଧରି ଜଡିତ ହୋଇରହିଛି । ସଂପ୍ରତି ଜଳବାୟୁ ପରିବର୍ତ୍ତନ…

କଂସାରୀଗୁଡା ଆଞ୍ଚଳିକ ବିକାଶ ପରିଷଦ କମିଟି ସହ ଉତ୍କଳ ଆଲୁମିନା ର ୟୁନିଟ ହେଡ ମଜହେର ବେଗ ଙ୍କ ସହ ଆଲୋଚନା

କାଶୀପୁର/ଟିକିରି ରୁ ବୈକୁଣ୍ଠ ଦୁରିଆ-କାଶୀପୁର ବ୍ଲକ ପୋଡାପାଡ଼ି ପଞ୍ଚାୟତ କଂସାରୀଗୁଡା ଠାରେ ହେବାକୁ ଥିବା ରିଫାଇନାରୀ  ପ୍ଲାଣ୍ଟ କୁ ନେଇ ଆଜି କଂସାରୀଗୁଡା ଆଞ୍ଚଳିକ ବିକାଶ ପରିଷଦ କମିଟି ସହ ଉତ୍କଳ ଆଲୁମିନା ର ୟୁନିଟ ହେଡ ମଜହେର ବେଗ ଙ୍କ ସହ ଆଲୋଚନା ହୋଇଥିଲା ଓ ଯେ ବର୍ତ୍ତମାନ ରାସ୍ତା…

ଦୁଇଟି ଅପରାଧିକ ଘଟଣାର ପର୍ଦ୍ଦାଫାସ କଲା କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ l

 (ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ):- ମାହାଙ୍ଗା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ବୁଧୁବାର ରାତ୍ର ସମୟରେ ଅନୁଷ୍ଠିତ ହୋଇଯାଇଛି l ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୁଇ ଅପରାଧିକ ଘଟଣାର ପର୍ଦାଫାସ କରିଛି କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ। କଟକ ଗ୍ରାମାଞ୍ଚଳ ଆଡିସନାଲ ଏସ୍ପି ଙ୍କ…

ବିପଦପୂର୍ଣ୍ଣ ଅବସ୍ଥା ରେ କାଲୋବାହାଲ ଯାତ୍ରୀ ପ୍ରତୀକ୍ଷାଳୟ !

ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ କାଲୋବାହାଲ ଯାତ୍ରୀ ପ୍ରତୀକ୍ଷାଳୟଟି ବହୁତ ବର୍ଷ ହେଲାଣି ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି ଏହି ବସଷ୍ଟାଣ୍ଡ ରେ ପାଖାପାଖି ଲୋକ ମାନେ ଆସି ବସ ଅପେକ୍ଷା ରେ ସବୁବେଳେ ବସି ରହନ୍ତି ! ବସଷ୍ଟାଣ୍ଡ ଘର…