କୃଷି କର୍ମଚାରୀ ଙ୍କ କଳାବ୍ୟାଜ ପରିଧାନ ।
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ରାଜ୍ୟ କୃଷି କର୍ମଚାରି ଓ ମହିଳା କୃଷି କର୍ମଚାରୀ ସଂଘର ଆହ୍ବାନ କ୍ରମେ ୬ ଦଫା ଦାବି ସମ୍ମିଳିତ ନେଇ,କୃଷି କର୍ମଚାରୀ ମାନେ କଳାବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗ ଦାନ କରିଛନ୍ତି । ସେମାନଙ୍କ ଦାବି ଅନୁସାରେ, ଗ୍ରାମ୍ୟ କୃଷି କର୍ମଚାରୀ ପଦ ପରିବର୍ତ୍ତନ କରାଯାଇ…